Odisha Link
Bridging the Missing Links in Odisha
Daily Archives

November 25, 2024

ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ଗୃହରେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଶାସକ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଦଳର…

ଜ୍ବାଇଁଙ୍କ ଉନ୍ମତ୍ତକାଣ୍ଡ, ଶ୍ବଶୁର ଘର…

ଓଏଲ୍‌ ବ୍ୟୁରୋ: ସବୁକିଛଛି ଠିକ୍‌ଠାକ୍‌ ଚାଲିଥିଲା। ହସଖୁୁସିରେ ଚାଲିଥିଲା ବୈବାହିତ ଜୀବନ। ହସଖୁୁସିର ସଂସାରରେ ହଠାତ୍‌ ମାଡ଼ି ଆସିଲା କଳାର ବାଦଲ। ଘରେ ବଢ଼ିଲା ପିଲାଙ୍କ ଆଗରେ ସ୍ତ୍ରୀକୁ ମାଡ଼ ମାରୁଥିଲେ ସ୍ବାମୀ। ବାହାଘରର ୨୦ ବର୍ଷ ପରେ ଯୌତୁକ କଥା ଉଠାଇ ଘରେ ହଙ୍ଗାମା କରୁଥିଲେ ସ୍ବାମୀ। ଯେଉଁଥିପାଇଁ…

‘ସରକାରଙ୍କ ଚାପରେ ଚେପା ନହୁଅନ୍ତୁ…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ…

ଯାଜପୁର ଘଟଣା: ଡିଜିପିଙ୍କୁ ଭେଟିଲା…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ…

ବାଲେଶ୍ୱରରେ ବାତ୍ୟା ସ୍ଥିତି ସମୀକ୍ଷା:…

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ବାତ୍ୟା ଦାନା କ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିଛନ୍ତି। ଗତକାଲି ଭୁବନେଶ୍ବରରେ…

ଏଥର ୭ଟି ସ୍ଥାନରେ ପ୍ରକୃତିର ନିଆରା…

ଓଏଲ‌ ବ୍ୟୁରୋ: ଶୀତୁଆ ସକାଳେ ସାମୁଦ୍ରିକ ବେଳାଭୂମି, ଜଙ୍ଗଲ ପରିବେଶରେ ମଜା ନେବେ ପର୍ଯ୍ୟଟକ। ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟକ୍ରମେ ଇକୋ ରିଟ୍ରିଟ୍‌ ୭ଟି ସ୍ଥାନରେ ଆରମ୍ଭ କରାଯିବ।ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ ରିଟ୍ରିଟ୍‌ର ଷଷ୍ଠ ସଂସ୍କରଣ ଆରମ୍ଭ ହେବ। ଏହା ତିନି ମାସ…

ଦେଓମାଳି ଉତ୍ସବ: ‘ଭ୍ୟାଲି ଅଫ୍…

ଓଏଲ୍‌ ବ୍ୟୁରୋ: ଦେଓମାଳି ଉତ୍ସବ ପାଳନ ଅବସରରେ ଦେଓମାଳିର ଆକାଶକୁ ଏକ ରଙ୍ଗୀନ କ୍ୟାନଭାସରେ ପରିଣତ କରିଛି ରଙ୍ଗାରଙ୍ଗ ପତଙ୍ଗ ମହୋତ୍ସବ। କୋରାପୁଟ ଜିଲ୍ଲା ଦେଓମାଳି ଗିରିଶୃଙ୍ଗରେ 'ଭ୍ୟାଲି ଅଫ୍ ଫ୍ଲାଓ୍ଵର୍ସ ଦେଓମାଳି' ପକ୍ଷରୁ ଓଡ଼ିଶାର ପ୍ରଥମ ପତଙ୍ଗ ଉଡ଼ାଇବା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ…

ବରଗଡ଼ ଧନୁଯାତ୍ରା: ଚୟନ ହେବେ ନୂଆ କଂସ,…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୨୫ ଜାନୁଆରୀ ୩ରୁ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ।ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ ହେବେ। କଂସ ଚରିତ୍ର ଲାଗି ଚୟନ ହୋଇଥିବା ହୃଷିକେଶଙ୍କୁ ବାଦ୍‌ ଦିଆଯାଇଛି। କର୍ମକ୍ଷେତ୍ରରେ ଲାଞ୍ଚ ଅଭିଯୋଗ ଆସିବା ପରେ ହୃଷିକେଶ ଭୋଇଙ୍କୁ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦି

ଓଏଲ୍‌ ବ୍ୟୂୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନଭେମ୍ବର ୨୯ ତାରିଖରେ ଓଡ଼ିଶା ଗସ୍ତରେ…

ହାତୀ ମୃତ୍ୟୁ ଘଟଣା: ବଦଳିବେ ଡିଏଫ୍ଓ

ଓଏଲ୍‌ ବ୍ୟୁରୋ: ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଏହି ଘଟଣାର ତଦନ୍ତ କ୍ରମେ ଡିଏଫଓ କାର୍ଯ୍ୟରେ ଅବହେଳା…