Odisha Link
Bridging the Missing Links in Odisha
Daily Archives

November 26, 2024

ଜାନୁଆରୀ ୫ରୁ ଆଦିବାସୀ ମେଳା

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା। ୧୨ ଦିନ ଧରି ଚାଲିବ ଏହି ମେଳା। ପ୍ରଥମଥର ପାଇଁ ଭୁବନେଶ୍ୱରରେ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ଏହି ସମୟରେ ରାଜ୍ୟ ସରକାର ଆଦିବାସୀ ମେଳା ଆୟୋଜନ କରି ଓଡ଼ିଶାର…

୨୯ରେ ମୋଦିଙ୍କ ରୋଡ ଶୋ’

ଓଏଲ୍‌ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମୋଦି। ୨୯ ତାରିଖ ଦିନ ଭୁବନେଶ୍ବରରେ ରୋଡ ଶୋ' କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ…

ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ଛୁଟି…

ଓଏଲ୍‌ ବ୍ୟୁରୋ: ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଅଗ୍ରାହ୍ୟ। ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ସରକାର। କାଲିଠାରୁ ଚାକିରିରେ ଯୋଗ ଦେବାକୁ ସୁଜାତାଙ୍କୁ ପରାମର୍ଶ। ସୂଚନାଯୋଗ୍ୟ, ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ଥିଲେ ସୁଜାତା।…

ଅତିରିକ୍ତ ବଜେଟ: ୭ଟି ବିଭାଗକୁ ମିଳିଲାନି…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିିତ ହୋଇଯାଇଛି ଅତିରିକ୍ତ ବଜେଟ। ମୋଟ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ଜୁଲାଇ ମାସ ୨୫ ତାିଖରେରେ ମୋହନ ସରକାର ପ୍ରଥମ ଥର ପାଇଁ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ…

ହାତୀ ମୃତ୍ୟୁ ମାମଲା: ଆକ୍ସନ ପ୍ଲାନ୍…

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ…

ଅତିରିକ୍ତ ବଜେଟରେ ସୁଭଦ୍ରା ଯୋଜନାକୁ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିିତ ହୋଇଯାଇଛି ଅତିରିକ୍ତ ବଜେଟ। ମୋଟ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅତିରିକ୍ତି ବଜେଟରେ ସୁଭଦ୍ରା ଯୋଜନା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ସୁଭଦ୍ରା…

ଅତିରିକ୍ତ ବଜେଟ୍ ଉପସ୍ଥାପିତ:…

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଛି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନର ଦ୍ଵିତୀୟ ଭାଗରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି। ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି।ପ୍ରଶାସନିକ ବ୍ୟୟ କ୍ଷେତ୍ର ପାଇଁ ୧,୬୮୫…

ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ,…

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନର ଦ୍ଵିତୀୟ ଭାଗରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି। ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ.. ୧. ପ୍ରଶାସନିକ ବ୍ୟୟ…

ମରାମତି ହେବ ରତ୍ନଭଣ୍ଡାର, ୫ କୋଟି…

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନର ଦ୍ଵିତୀୟ ଭାଗରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି। ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ରତ୍ନଭଣ୍ଡାର ସୁରକ୍ଷା ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି।…

ଆଇପିଏଲ ୨୦୨୫: ୧୦ ଦଳ ଖର୍ଚ୍ଚ କଲେ…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ ନିଲାମୀ ପ୍ରକ୍ରିୟା। ମେଗା ନିିଲାମିରେ ୧୮୨ ଜଣ ଖେଳାଳି ବିକ୍ରି ହୋଇଛନ୍ତି। ସେ ମଧ୍ୟରେ ୬୨ ଜଣ ବିିଦେଶୀ ଖେଳାଳି ରହିଛନ୍ତି। ଚଳିତଥର ୮ଥର ରାଇଟ୍‌ ଟୁ ମ୍ୟାଚ୍‌ ବ୍ୟବହାର କରାଯାଇଥିବା ବେଳେ ୧୦ଟି ଫ୍ରାଞ୍ଚାଇଜ ୬୩୯.୧୫ କୋଟି ଖର୍ଚ୍ଚ…