ସରିଲା ୬ ମାସ ଛୁଟି, କାର୍ଯ୍ୟରେ ଯୋଗଦେଲେ…
ଓଏଲ୍ ବ୍ୟୁରୋ: ସରିଲା ୬ ମାସ ଛୁଟି। କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନକୁ ସରକାର ଅଗ୍ରାହ୍ୟ କରିଥିଲେ। ଆଉ ୬ ମାସ ଛୁଟି ଆବେଦନ…