Odisha Link
Bridging the Missing Links in Odisha

ରାଜଧାନୀରେ ରେଡ୍ ବେଳେ ଇଡିକୁ ଆକ୍ରମଣ

ଓଏଲ୍‌ ବ୍ୟୁରୋ: ସାଇବର ଲୁଟର ତଦନ୍ତ ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଇଡି ଟିମ୍। ଦିଲ୍ଲୀର ବିଜୱାସନ ଅଞ୍ଚଳରେ ଇଡି ଟିମ୍ ସାଇବର କ୍ରାଇମ ନେଇ ରେଡ୍‌ ବେଳେ ୫ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆକ୍ରମଣରେ ଇଡିର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଆହତ ହୋଇଛନ୍ତି। ସାଇବର କ୍ରାଇମ ନେଇ ରେଡ୍‌ ବେଳେ ୫ ଦୁର୍ବୃତ୍ତ ଆକ୍ରମଣ ନେଇ ଥାନାରେ ଇଡି ଏତଲା ଦେଇଛି।

Leave A Reply

Your email address will not be published.