Odisha Link
Bridging the Missing Links in Odisha
Daily Archives

November 30, 2024

ରବିବାର ୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ରବିବାର ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ୮ମ ଯୁବ ଲେଖକ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ବରସ୍ଥିତ ହୋଟେଲ ଶୀତଳଠାରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପୁରସ୍କାର ସମାରୋହରେ ସମ୍ମାନନୀୟ ଅତିଥି…

ରବିବାର ମହାମୁକାବିଲା: ମୁହାଁମୁହିଁ ହେବେ…

ଓଏଲ୍‌ ବ୍ୟୁରୋ: ରବିବାର ଖେଳାଯିବ ଇଣ୍ଡିଆନ୍‌ ସୁପର ଲିଗ୍‌ର ହାଇଭୋଲଟେଜ୍‌ ମୁକାବିଲା। ସୁପରସଣ୍ଡେର ସୁପର ମୁକାବିଲାରେ ମୁହାଁମୁହିଁ ହେବେ ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି। ପଏଣ୍ଟ ଟେବୁଲ ଟପ୍ପର ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ଓଡ଼ିଶା। ଏହି ମ୍ୟାଚ୍‌କୁ ଜିତିବା ସହ ବିଜୟ…

ପୁସ୍ତକମେଳାରୁ ଓହରିଲେ ପ୍ରମୁଖ ଓଡ଼ିଆ…

ଭୁବନେଶ୍ବର: ଓଡ଼ିଶା ସରକାର ଓଡ଼ିଆ ଅସ୍ମିତା ଗୁରୁତ୍ବ ଦିଅନ୍ତି ବୋଲି ଦାବି କରୁଥିବାବେଳେ ପୁସ୍ତକମେଳା ଆୟୋଜନରେ ଓଡ଼ିଆ ପ୍ରକାଶକ ଓ ଓଡ଼ିଆ ପୁସ୍ତକକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଡିସେମ୍ବର ୬ ତାରିଖରୁ ଆରମ୍ଭ ହେଉଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଷ୍ଟଲ ଆବଣ୍ଟନ ନେଇ ସରକାର ପାତରଅନ୍ତର…

ଅଣ୍ଡର-୧୯ ଏସିଆ କପ୍: ପାକିସ୍ତାନଠୁ…

ଓଏଲ୍‌ ବ୍ୟୁରୋ: ଅଣ୍ଡର-୧୯ ଏସିଆ କପ୍‌ରେ ହାରିଲା ଭାରତ। ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନଠୁ ୪୪ ରନରେ ପରାଜିତ ହୋଇଛି ଭାରତ। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମୁକାବିଲାରେ ପାକିସ୍ତାନ ଦଳ ଅଲରାଉଣ୍ଡର…

୫ରେ ମହାରାଷ୍ଟ୍ରରେ ଶପଥ ଉତ୍ସବ, କିଏ ହେବ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ମହାନାଟକ ଦେଖିବାକୁ ମିଳିଛି। କ୍ଷମତାର ଛକି ଶୂନର ଖେଳରେ କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଗାଦିରେ ଏକନାଥ ସିନ୍ଦେ ବସିବେ ନା ଦେବେନ୍ଦ୍ର ଫଡନାଭିସ୍‌ ବସିବେ ତାକୁ ନେଇ କଳ୍ପନାଜଳ୍ପନା…

ମମତାଙ୍କୁ କୃଷ୍ଣଙ୍କ ତାଗିଦ,…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯାହାଫଳରେ ଓଡ଼ିଶାକୁ ଆଳୁ ବୋଝେଇ ଟ୍ରକ ଆସିପାରୁ ନାହିଁ। ଆଳୁ ପ୍ରସଙ୍ଗରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ…

ପୁଣିଥରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ…

ଓଏଲ୍‌ ବ୍ୟୁରୋ: ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପୁଣିଥରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ସରକାର। ଥମରୁ ପଞ୍ଚମ ପିଲାଙ୍କ ପାଇଁ ୭.୬୪ ପଇସାକୁ ବଢ଼ିଲା। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୫ ଟଙ୍କା ୯୦ ପଇସା ଥିଲା। ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ…

ଆଳୁ ସଙ୍କଟ ଭିତରେ ଏମିତି କହିଲେ ଖାଦ୍ୟ…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯାହାଫଳରେ ଓଡ଼ିଶାକୁ ଆଳୁ ବୋଝେଇ ଟ୍ରକ ଆସିପାରୁ ନାହିଁ। ଆଳୁ ପ୍ରସଙ୍ଗରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ…

ପନ୍ନୁଙ୍କ ଧମକ ପରେ ଭୁବନେଶ୍ବରରେ ହଇଚଇ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ଚାଲିଥିବା ଡିଜି-ଆଇଜିପି ସମ୍ମିଳନୀ। ଅନ୍ୟପଟେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଟାର୍ଗେଟରେ ଭୁବନେଶ୍ବର ରହିଛି। ଲଗାତାର ସମ୍ମିଳନୀ ଭଣ୍ଡୁର କରିବା ପାଇଁ ଧମକ ଦେଉଛି ପନ୍ନୁ। ଏହାକୁ ନେଇ ସମଗ୍ର ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅନ୍ୟପଟେ ଭୁବନେଶ୍ୱର ସମ୍ପୂର୍ଣ୍ଣ…

ଆତଙ୍କୀ ପନ୍ନୁର ଧମକ ପରେ ଭୁବନେଶ୍ବର…

ଓଏଲ୍‌ ବ୍ୟୁରୋ: ହାଇଆର୍ଲଟରେ ଭୁବନେଶ୍ବର। ଖଲିସ୍ତାନ୍ତୀ ଆତଙ୍କୀ ପନ୍ନୁର ଧମକ ପରେ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି। ଆଜି ସକାଳୁ ଭୁବନେଶ୍ବରରୁ ବିମାନ ଉଡ଼ାଣ ନ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁନର ଧମକ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶନିବାର ଏକ…