Odisha Link
Bridging the Missing Links in Odisha
Monthly Archives

November 2024

ଧସିଲା ମାଟି: ଚାଲିଗଲା ଝିଅର ଜୀବନ, ବାପା…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ମାଟି ଅତଡ଼ା ଧସି ବଡ ଅଘଟଣ ଘଟିଛି। ମାଟି ଅତଡ଼ା ଧସି ଝିଅର ଜୀବନ ଚାଲିଯାଇଛି। କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଏହି ଘଟଣା ଘଟିଛି। ରେଙ୍ଗାଳି କେନାଲ ମାଟି ଅତଡ଼ାରେ ଚାପି ହୋଇ ଝିଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉଟ୍ ରିଚ୍…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଉଟ୍ ରିଚ୍ ସେଣ୍ଟର। ପ୍ରାଥମିକ ସ୍ତରରେ ଗୁରୁ କେଳୁଚରଣ ଓଡ଼ିଶୀ କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ…

ଇସ୍କନର ଅଦିନିଆ ରଥଯାତ୍ରା: ଗଜପତିଙ୍କ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ…

ଅସ୍ତବ୍ୟସ୍ତ ଦିଲ୍ଲୀବାସୀ, ଦୀପାବଳି ପରେ…

ଓଏଲ୍‌ ବ୍ୟୁରୋ: ଦୀପାବଳି ପରେ ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି। ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର…

ପାଗରେ ପରିବର୍ତ୍ତନ, ବର୍ଷାରେ ଭିଜିଲା…

ଓଏଲ୍‌ ବ୍ୟୁରୋ: ପାଗରେ ପରିବର୍ତ୍ତନ। ବର୍ଷାରେ ଭିଜିଲା କଟକ ଓ ଭୁବନେଶ୍ବର। ଦେଢଘଣ୍ଟା ମଧ୍ୟରେ କଟକରେ ୪୦ମିମି ବର୍ଷା ରେକର୍ଡ କରାଯାଇଛି। ବଡ଼ଚଣା-ଯାଜପୁରରେ ସର୍ବାଧିକ ୫୮ ମିମି ବର୍ଷା ରେକର୍ଡ ହୋଇଛି। ଟାଙ୍ଗୀ-ଚୌଦ୍ୱାର ଠାରେ ୩୫ମିମି ବର୍ଷା ରେକର୍ଡ ହୋଇଛି। କାଲି ଅନେକ ଲୋକ ଦୀପାବଳି ପାଳିଥିବାବେଳେ…

କାଲିଠୁ ୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ…

ଓଏଲ୍‌ ବ୍ୟୁରୋ: ପ୍ରଥମଥର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଦେଶ ଗସ୍ତରେ ଯିବେ। ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଗସ୍ତରେ ଯିବେ। ଉପମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ଏଠାରେ ସେ ଓଡ଼ିଶା…

କଇଁଛଙ୍କ ସୁରକ୍ଷା ପାଇଁ କଟକଣା, ଆଜିଠୁ ୭…

ଓଏଲ୍‌ ବ୍ୟୁରୋ: କଇଁଛଙ୍କ ସୁରକ୍ଷା ପାଇଁ କଟକଣା। ଆଜିଠୁ ମେ ୩୧ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ କଟକଣା ଜାରି ହୋଇଛି। ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସାତ ମାସ ଧରି ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ମାଛ ଧରା ବ୍ୟାନ କରାଯାଇଛି। ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଏହି କଟକଣା ଲଗାଯାଇଛି।…

ଆଜି ବଡ଼ଦେଉଳରେ ଦୀପାବଳି, ବଡ଼ଦାଣ୍ଡରେ…

ଓଏଲ୍‌ ବ୍ୟୁରୋ: ଆଜି ଶୁକ୍ରବାର କାର୍ତିକ ମାସ ଅମାବାସ୍ୟା ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ସାଗର ବିଜେ ନୀତି ଅନୁଷ୍ଠିତ ହେବ। ସେହିପରି ଆଜି ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସମ୍ମୁଖରେ ପୟାଶ୍ରାଦ୍ଧ ଓ ବଡ଼ବଡୁଆ ଡାକିବା…

ନଭେମ୍ବର ଆରମ୍ଭରୁ ମହଙ୍ଗା ମାଡ଼, ବଢ଼ିଲା…

ଓଏଲ୍‌ ବ୍ୟୁରୋ: ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ନଭେମ୍ବର ପହିଲାରୁ ୨୦୨୪ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ୍ ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୨ରୁ ୧୮୦୨ ଟଙ୍କାକୁ ବୃଦ୍ଧି କରିଛି। ତେବେ…