Odisha Link
Bridging the Missing Links in Odisha
Monthly Archives

November 2024

କଟକରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ନେଇ…

ଓଏଲ୍‌ ବ୍ୟୁରୋ: କଟକରେ ଦିନକୁ ଦିନ ବଢ଼ି ଚାଲିଛି ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ। ଯେଉଁଥିପାଇଁ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। କଟକ ସହରରେ ବଢ଼ିଥିବା ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ। କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା…

୭ଟି ନୂଆ ଯୋଜନା ଲାଗୁ କରିଛନ୍ତି ମୋହନ…

ଓଏଲ‌ ବ୍ୟୁରୋ: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଗୃହକାର୍ଯ୍ୟ ସୁରୁଖୁରରେ ଚାଲିଥିବା ବେଳେ ସାମ୍ନାକୁ ଆସିଛି ରୋଚକ ତଥ୍ୟ। ୨୪ ବର୍ଷର ନବୀନ ସରକାର ଯିବା ପରେ ମୋହନ ସରକାର ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଏଥିସହିତ ରାଜ୍ୟରେ ୭ଟି ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୋହନ ସରକାର।…

କ୍ରିକେଟରୁ ସନ୍ନ୍ୟାସ ନେଲେ ଟିମ୍‌…

ଓଏଲ୍‌ ବ୍ୟୁରୋ: ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର୩୪ ବର୍ଷିୟ ସିଦ୍ଧାର୍ଥ କୌଲ। ଭାରତୀୟ ଦଳ ପାଇଁ ମୋଟ ୬ଟି ମ୍ୟାଚ୍‌ ଖେଳିଥିବା ସିର୍ଦ୍ଧାର୍ଥ କ୍ରିକେଟର ୩ଟି ଫର୍ମାଟରୁ ଅବସର ନେଇଛନ୍ତି। ଭାରତୀୟ ଦଳ ପାଇଁ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିିଥିଲେ ସିଦ୍ଧାର୍ଥ। ସେ…

ଭୁବନେଶ୍ବର ଆସୁୁଛନ୍ତି ମୋଦି, କମିଶନରେଟ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ। ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ। ତେବେ ମୋଦିଙ୍କ ଗସ୍ତ…

ଗୃହରେ ଉଠିଲା ସୁନ୍ଦରଗଡ଼ ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗ ଭାଗ କରିବାକୁ ଚାହୁଁଛନ୍ତି। ଆମ ସଂସ୍କୃତି ପଶ୍ଚିମ ଓଡିଶା ସହ ଖାପ ଖାଉଛି ଉତ୍ତର ଓଡ଼ିଶା ସହିତ ନୁହଁ। ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ ସୁନ୍ଦରଗଡ଼କୁ ଉତ୍ତର ଓଡିଶାରେ ମିଶାଇବା କୌଣସି ନିଷ୍ପତ୍ତି ହୋଇନି ବୋଲି ଶୀତ ଅଧିବେଶନର ତୃତୀୟ…

ଚଳଚ୍ଚିତ୍ର ‘ସାବରମତୀ…

ଓଏଲ୍‌ ବ୍ୟୁରୋ: ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର "The Sabarmati Report", ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ। ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଅଛି। ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ 'ସାବରମତୀ…

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା:…

ଓଏଲ୍‌ ବ୍ୟୁରୋ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଓପିଏସ୍‌ସି ସଚିବ। କମ୍‌ ମାର୍କ ରଖି ୧୧ଜଣ ନିଯୁକ୍ତି ପାଇବା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ୧୧ ଜଣଙ୍କ ନାଁ ସୁପାରିଶକୁ ପ୍ରତ୍ୟାହାର ପାଇଁ ଆବେଦନ ହୋଇଛି। ଜବାବ ଦାଖଲ ପାଇଁ…

୨୪ ବର୍ଷର ଝାଡ଼ଖଣ୍ଡର ୧୪ ତମ…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ହେଲା ହେମନ୍ତ ସୋରେନ। ବିଧାନସଭା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନର ବିପୁଳ ବିଜୟ ପରେ ହେମନ୍ତ ସୋରେନ ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ଅପରାହ୍ନରେ ସେ ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ…

ଗିରଫ ହେଲେ ଖଣି ଅଧିକାରୀ, ଆୟ ବହିର୍ଭୂତ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ତାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍…

ବୁର୍ଲା ଭିମ୍‌ସାରରୁ ଶିଶୁ ଚୋରି:…

ଓଏଲ୍‌ ବ୍ୟୁରୋ: ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ତଦନ୍ତ ପରେ ରେଙ୍ଗାଲି ଗଣେଶ ନଗରରୁ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଉଦ୍ଧାର ପରେ ପୁଲିସ ୨ ଜଣଙ୍କୁ କାବୁ କରିଛି ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଅଭିଯୋଗ ପରେ ୪ଟି ଟିମ୍ ଗଠନ କରାଯାଇ…