Odisha Link
Bridging the Missing Links in Odisha
Daily Archives

December 2, 2024

୪ରେ ନୌସେନା ଦିବସ, ସମରାଭ୍ୟାସରେ…

ଓଏଲ୍‌ ବ୍ୟୁରୋ: ୪ରେ ପୁରୀ ସମୁଦ୍ର ତଟରେ ପାଳନ ହେବ ନୌ ସେନା ଦିବସ। ଏଥିପାଇଁ ସବୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୪ ତାରିଖ ଫାଇନାଲ ଶୋ’ ପୂର୍ବରୁ ନୌ ସେନାର ଯବାନମାନେ ଯୁଦ୍ଧ କୌଶଳ ପ୍ରଦର୍ଶନ କରୁଛନ୍ତି। ବ୍ଲୁ-ଫ୍ଲାଗ ବିଚ୍‌ ଏବଂ ତତ୍‌ସଂଲଗ୍ନ ସମୁଦ୍ରରେ ସେମାନେ ସମରାଭ୍ୟାସ…

ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ଆସନ୍ତାକାଲି ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ। ୩ରୁ ୭ ତାରିଖ ଯାଏ ସେ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା:…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ…

ମହିଳାଙ୍କ ସୁରକ୍ଷା ଚିନ୍ତା: ୧୭ ମାସରେ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନକୁ ବଢ଼ି ଚାଲିଛି ଦୁଷ୍କର୍ମ ଜନିତ ମାମଲା। ଅସୁରିକ୍ଷିତ ହେବାରେ ଲାଗିଛି ନାରୀ। ଗୃହରେ ବିଭିନ୍ନ ଅପରାଧର ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଜୁନରୁ ନଭେମ୍ବର ଭିତରେ ଧର୍ଷଣ ଶିକାର ହୋଇଛନ୍ତି ୫୦୯, ଧର୍ଷଣ ଉଦ୍ୟମରେ ୪୧ ମାମଲା, ନାବାଳିକା ଦୁଷ୍କର୍ମ ୭୬୯, ହତ୍ୟା ୪୫୯,…

ରାଜ୍ୟରେ କମୁନି ଯୌତୁକ ଜନିତ ନିର୍ଯାତନା,…

ଓଏଲ୍‌ ବ୍ୟୁରୋ: ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ଯୌତୁକ ଜନିତ ନିର୍ଯାତନା ମାମଲାକୁ ନେଇ ଗୃହରେ ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ଯୌତୁକ ହତ୍ୟାରେ ୨୪, ଯୌତୁକ ଜନିତ ନିର୍ଯାତନା ନେଇ ୫୩୯୮ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ…

ପୋଲାଭରମ ପାଇଁ ଦିଲ୍ଲୀ ଯିବ ବିଜେଡି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଲାଗି ରହିଛି ପୋଲାଭରମ୍ ବିବାଦ। କେନ୍ଦ୍ରୀୟ ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ବିବାଦ ବଢ଼ିବାରେ ଲାଗିଛି। ଏସବୁ ଭିତରେ…

ଗୃହରେ ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ମାର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଚତୁର୍ଥ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ରାଜ୍ୟର ଅପହଞ୍ଚ ଗାଁରେ ମୋବାଇଲ ନେଟୱାର୍କ ସେବା ପହଞ୍ଚିବ ବୋଲି ମନ୍ତ୍ରୀ କହିଛନ୍ତି।…

ସନ୍ନ୍ୟାସ,ବିରତି ନା ମାର୍କେଟିଂ;…

ଓଏଲ୍‌ ବ୍ୟୁରୋ: ବଲିଉଡର ଷ୍ଟାର କଳାକାର ବିକ୍ରାନ୍ତ ମେସିଙ୍କ ସୋସିଆଲ ମିଡିଆ ପୋଷ୍ଟ ସିନେ ପ୍ରେମୀଙ୍କୁ ଝଟକା ଦେବା ସହିତ ସିନେମା ଜଗତକୁ ପୁରା ସ୍ତବ୍ଧ କରି ଦେଇଛି। କ୍ୟାରିୟରର ପିକ୍‌ରେ ଷ୍ଟାର ବିକ୍ରାନ୍ତ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ସେ ହଠାତ୍‌ ଅଭିନୟରୁ ବ୍ରେକ୍ ନେବା ନେଇ ଘୋଷଣା କରିଛନ୍ତି।…

ଜାତୀୟ ପ୍ରଦୂଷଣ ନିବାରଣ ଦିବସ: ମନେ ପଡ଼େ…

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ପ୍ରଦୂଷଣ ନିବାରଣ ଦିବସ। ଭାରତରେ ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ଏହି ଦିବସ ପାଳନ କରାଯାଏ। ଭୋପାଳ ଗ୍ୟାସ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଏହି ଦିନ ପାଳନ କରାଯାଏ। ୧୯୮୪ ମସିହାରେ ଡିସେମ୍ବର ୨-୩ ତାରିଖ ରାତିରେ ଭୋପାଳ ଗ୍ୟାସ ଦୁର୍ଘଟଣା ଘଟିଥିଲା।…

ଅପରାହ୍ନରେ ପ୍ରଧାନମନ୍ତ୍ରୀ ଦେଖିବେ…

ଓଏଲ୍‌ ବ୍ୟୁରୋ: ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”, ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ। ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦର୍ଶକଙ୍କ ଭଲ ପାଇବା ସାଉଁଟିଥିବା “The…