୩ ଦିନ ବିରତି ପରେ ଆରମ୍ଭ ହେଲା ବିଧାନସଭା, ଚାଲିଛି ଆଲୋଚନା

ଓଏଲ୍ ବ୍ୟୁରୋ: ୩ ଦିନ ବିରତି ପରେ ଆଜି ପୁଣି ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଚତୁର୍ଥ କର୍ଯ୍ୟଦିବସରେ ବିଭିନ୍ନ ସହ ଆଇନ ବିଭାଗ ଉପରେ ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ।