ରାଜ୍ୟରେ ଖାଲି ପଡ଼ିଛି ୫ ହଜାରରୁ ଅଧିକ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ପଡ଼ିଛି ଡାକ୍ତର ମରୁଡି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡିଛି। ୩୦ଟି ଜିଲ୍ଲାର ୩୭୫ ଟି ସିଏଚସିରେ ଏହି ଡାକ୍ତରଙ୍କ ପଦବୀ ଖାଲି ପଡିଛି। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।…