ବଡମ୍ବା ବିଜେଡିକୁ ବଡ଼ ଝଟକା, ଇସ୍ତଫା ଦେଲେ ରଘୁପତି ମହାନ୍ତି

ଓଏଲ୍ ବ୍ୟୁରୋ: ବଡମ୍ବା ବିଜେଡିକୁ ବଡ ଝଟକା। ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି। ଦଳର ପ୍ରାଥମିକ ସଭ୍ୟ ପଦରୁ ଦେଲେ ଇସ୍ତଫା। ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇଲେ । ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ବଢ଼ିଛି।