Odisha Link
Bridging the Missing Links in Odisha
Daily Archives

December 3, 2024

ଆନ୍ଦୋଳନରୁ ଓହରିଲେ ଆଳୁ ବ୍ୟବସାୟୀ,…

ଓଏଲ୍‌ ବ୍ୟୁରୋ: ଦୂର ହେବ ଆଳୁ ଚିନ୍ତା। ପୁଣି ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବ ଆଳୁ। କାରଣ ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ସଂଘ। ପଶ୍ଚିମବଙ୍ଗର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ବ୍ୟବସାୟୀ। ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଲେ। ଆସନ୍ତାକାଲିଠୁ…

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଓଡ଼ିଶା। ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏଥିସହିତ ଓଡ଼ିଶାର ସାଂସଦଙ୍କ ସହିତ ମିଶି…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିଛନ୍ତି ମହାମହିମ। ସେଠାରୁ ସିଧାସଳଖ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ…

ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କଲେ ଗୌତମ…

ଓଏଲ୍‌ ବ୍ୟୁରୋ: ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର। ୨୬ ନଭେମ୍ବରରେ ଗୌତମ ଗମ୍ଭୀର ପରିବାରର ଏକ ଉତ୍ସବରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ସେପ୍ଟେମ୍ବର ୬ ତାରିଖରେ ଆଡିଲେଡରେ ଖେଳାଯିବ। ସେତେବେଳେ ଟିମ୍‌ ସହିତ…

ଡିଜି-ଆଇଜି ସମ୍ମିଳନୀର ସଫଳତା ବଖାଣିଲେ…

ଓଏଲ୍‌ ବ୍ୟୁରୋ: ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଡିସେମ୍ବର ପହିଲାରେ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଦିଲ୍ଲୀ ଫେରିଯାଇଛନ୍ତି। ଡିଜି/ଆଇଜି ସମ୍ମିଳନୀର…

ଦିଆସିଲି କାଠିରେ ନୌସେନା ବୁଡ଼ାଜାହାଜ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ପୁରୀରେ ପାଳନ ହେବ ନୌସେନା ଦିବସ। କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଚଳଚଂଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ଏସବୁ ଭିତରେ ପୁରୀର ୨୧ ବର୍ଷ ବୟସର ପ୍ରତିଭାବାନ କଳାକାର ଶାଶ୍ୱତ ରଞ୍ଜନ ସାହୁ ୩୪୦୨ ଦିଆସିଲି କାଠି ବ୍ୟବହାର କରି ଆଇଏନ୍ଏସ୍ ଭେଲା…

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି,…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିଛନ୍ତି ମହାମହିମ। ସେଠାରୁ ସିଧାସଳଖ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଗସ୍ତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ…

ଇତିହାସ ପାଲଟିଲା ବ୍ରିଟିଶ ଲ’,…

ଓଏଲ୍‌ ବ୍ୟୁରୋ: ମାସ ଓ ତାରିଖ ବଦଳିବା ସହ ଇତିହାସ ପାଲଟିଲା ବ୍ରିଟିଶ ଆଇନ। ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଦେଶରେ ୩ଟି ଆଇନ ଲାଗୁ କରାଯାଇଛି।…

ଗୁରୁବାର ଶପଥ ଗ୍ରହଣ ଉତ୍ସବ, ଅସୁସ୍ଥ…

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୫ ତାରିଖରେ ମହାରାଷ୍ଟ୍ରରେ ମହାୟୁତି ସରକାର ନେବ ଶପଥ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଶପଥ ଗ୍ରହଣ ଉତ୍ସବକୁ ଆଉ ୪୮ ଘଣ୍ଟା ଥିବାବେଳେ ଅସୁସ୍ଥ ହୋଇପଡ଼ିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କୁ ଥାନେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ବାୟୁ ପ୍ରଦୂଷଣ ପ୍ରସଙ୍ଗ: ରାଜ୍ୟସଭାରେ…

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଦେଶର ୧୯ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକ ରହିଛି। ଭୁବନେଶ୍ବର ସମେତ କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ସାଂଘାତିକ ସ୍ତରରେ ପହଞ୍ଚିଲାଣି।…