ଜୟପୁରର ଯନ୍ତ୍ରୀ ବିଶ୍ବନାଥ ପାତ୍ର ଗିରଫ, ଠାବ ହେଲା ୧୮ ପ୍ଲଟ୍

ଓଏଲ୍ ବ୍ୟୁରୋ: ଠାବ ହେଲା ଆୟ ବହିର୍ଭୂତ ସମ୍ପତ୍ତି। ଜୟପୁରର ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ୍ ବେଳେ ଜୟପୁର ଟାଉନରେ ୩ ମହଲା କୋଠା ସହ ୨ଟି ବହୁତଳ କୋଠା ଠାବ ହୋଇଛି। ଯନ୍ତ୍ରୀଙ୍କର ଭୁବନେଶ୍ବରରେ ୬ଟି ପ୍ଲଟ୍ ସମେତ ମୋଟ ୧୮ ପ୍ଲଟ୍ ରହିଛି। ୮୫୪ ଗ୍ରାମ ସୁନା ଓ ୧.୦୧ କୋଟି ବ୍ୟାଙ୍କ ଜମା ମିଳିଛି।