Odisha Link
Bridging the Missing Links in Odisha
Daily Archives

December 5, 2024

ଓଡ଼ିଶାର ୨ ଜିଲ୍ଲାରୁ ମିଳିଛି ସୁନା ଖଣିର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ। ଏନେଇ ଆଜି ବିଧାନସଭାରେ କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା। ଓଡ଼ିଶାରେ ୨ ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଛି। ଦେବଗଡ଼ର ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲା ଆଡାସ-ରାମପାଲ୍ଲୀ…

ଜାନୁଆରୀ ସୁଦ୍ଧା ଗଡ଼ିବ ୫୦ ଇଭି ବସ୍‌,…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ମୋ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉଥିବା ଖବର ସାମ୍ନାକୁ ଆସୁଛି। ଏହି ଖବର ଏବେ ମାମଲା ହୋଇ ହାଇକୋର୍ଟରେ ପହଂଚିଛି। ଯାହାକୁ ନେଇ ସତ୍ୟପାଠ ଦାଖଲ କରିଛନ୍ତି ‘ମୋ ବସ୍’ ଏମଡି। ସତ୍ୟପାଠ ଅନୁସାରେ,ଡ୍ରାଇଭରଙ୍କ ବ୍ରେଥ ଆନାଲାଇଜର ଦୈନିକ ପରୀକ୍ଷା ହେଉଛି। କଟକ ସହ…

ବାଲିଯାତ୍ରା ପାଇଁ ହେବ ଦୀର୍ଘମିଆଦି…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ କଟକର ଐତିହାସିକ ବାଲିଯାତ୍ରା ମାମଲାର ଶୁଣାଣି ହୋଇଛି। ବାଲିଯାତ୍ରା ପାଇଁ ଦୀର୍ଘମିଆଦି ଯୋଜନା ନେଇ ଶୁଣାଣି ବେଳେ କୋର୍ଟଙ୍କୁ ଅବଗତ କରାଇଛନ୍ତି କଟକ ଜିଲ୍ଲାପାଳ। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଆସନ୍ତା ୨୦ ପରେ ଜରୁରୀ ବୈଠକ ବସିବ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ…

ଶୂନ୍ୟକାଳରେ ଉଠିଲା ସିନେମା ହଲ ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ବିଭାଗର ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ରାଜ୍ୟରେ ସିନେମା ହଲର ଦୁଃସ୍ଥିତିକୁ ନେଇ ଆଜି ଶୂନ୍ୟକାଳରେ ଗୃହରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟରେ ବହୁମୁଖି ସିନେମା ହଲ ନିର୍ମାଣ ହେଉ ବୋଲି ବିଧାୟକ ଆକାଶ ଦାସ ନାୟକ କହିଛନ୍ତି।…

ଟ୍ରାଫିକ୍ ସମସ୍ୟା ନେଇ ବିଜେଡି…

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ବିଭାଗର ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ରାଜଧାନୀରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର କରିଡ଼ର କରାଯାଉ ବୋଲି ଶୂନ୍ୟକାଳରେ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ପ୍ରସଙ୍ଗ ଉତ୍ଥାପନ…

ଲାଞ୍ଚ ନେଉଥିବା ଅଭିଯୋଗରେ ଧରା ପଡ଼ିଥିଲେ,…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ଲାଞ୍ଚ ଗ୍ରହଣ ଅଭିଯୋଗରେ ଭିଜିଲାନ୍ସ ହେପାଜତକୁ ଯାଇଥିବା ସିଡିପିଓ କାର୍ଯ୍ୟକ୍ଷେତ୍ରକୁ ଯାଉଛନ୍ତି। ସପ୍ତାହକ ମଧ୍ୟରେ ଶ୍ରୀମତୀ ପାଣିଗ୍ରାହୀ ଅଫିସ ଆସିବାକୁ…

‘ପ୍ରଶ୍ନ ସଂକ୍ଷିପ୍ତ କର, ଅନ୍ୟ…

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ବିଭାଗର ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ଦୀର୍ଘ ପ୍ରଶ୍ନକୁ ନେଇ ହଟ୍ଟଗୋଳ ଦେଖାଦେଇଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଦୀର୍ଘ ପ୍ରଶ୍ନ ଯୋଗୁଁ ଅନ୍ୟ ସଦସ୍ୟ ସୁଯୋଗ ପାଉନାହାନ୍ତି।…

ଆଖିବୁଜିଲା ରାଣୀ, କମିଲା କଲରାପତରିଆ ବାଘ…

ଓଏଲ୍‌ ବ୍ୟୁରୋ: କମିଲା କଲରାପତରିଆ ବାଘ ସଂଖ୍ୟା। ସମ୍ବଲପୁର ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ହୋଇଛି। ୭ ବର୍ଷ ବୟସରେ କଲରାପତରିଆ ବାଘ ରାଣୀର ମୃତ୍ୟୁ ହୋଇଛି। ଗର୍ଭାଶୟରେ ହୋଇଥିବା ସଂକ୍ରମଣ ଯୋଗୁଁଁ ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇ ରାଣୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।…

‘ସମୟ ଉପଯୋଗୀ ଜ୍ଞାନକୌଶଳକୁ…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଛି। ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ…

ବଡ଼ ଖବର: ଡିସେମ୍ବର ସୁଦ୍ଧା ସବୁ…

ଓଏଲ୍‌ ବ୍ୟୁରୋ: ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ। ସବୁ ସ୍କୁଲ୍‌କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ ନିଜସ୍ୱ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।…