Odisha Link
Bridging the Missing Links in Odisha
Daily Archives

December 6, 2024

‘ମହିଳା ଶିକ୍ଷିତା ହେଲେ ପରିବାର ଓ ଦେଶ…

ଓଏଲ୍‌ ବ୍ୟୁରୋ: ରାଇରଙ୍ଗପୁରରେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ। ମୟୂରଭଞ୍ଜକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ମହାମହିମ। ମୟୂରଭଞ୍ଜ ଗସ୍ତ କରି ମହାମହିମ ସକାଳେ ଉପରବେଡ଼ା ସରକାରୀ ୟୁପି ବିଦ୍ୟାଳୟରେ ସମ୍ବୋଧନ କରିଥିଲେ।…

ପ୍ରଫୁଲ୍ଲ ସାମଲଙ୍କୁ ନୂଆ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୫ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏସବୁ ଭିତରେ ବରିଷ୍ଠ ବିଜେଡି ନେତା ପୂର୍ବତନ…

ଗୃହରେ ଆଗତ ହେଲା ଓଡ଼ିଶା ସାର୍ବଜନୀନ…

ଓଏଲ୍‌ ବ୍ୟୁରୋ: ଗୃହରେ ଆଗତ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌-୨୦୨୪। ବିଲ୍‌ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଆମକୁ ଭାଙ୍ଗିବାକୁ…

ଡିସେମ୍ବର ୧୫ରେ ଓସିଏସ୍ ପ୍ରିଲିମିନାରୀ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ନେଇ ବଡ ଖବର ସାମ୍ନାକୁ ଆସିଛି। ଡିସେମ୍ବର ୧୫ ରବିବାର ଦିନ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ ଅନୁଷ୍ଠିତ ହେବ। ରାଜ୍ୟର…

ଓଡ଼ିଶାକୁ ପ୍ରଦୂଷଣ ଚିନ୍ତା, ବିଷ ବଳୟରେ…

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଦେଶର ୧୯ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୩ଟି ସହର ଅନୁଗୁଳ, ବାଲେଶ୍ବର ଓ କଟକ ରହିଛି। ଭୁବନେଶ୍ବର ସମେତ କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁରର ବାୟୁ ସାଂଘାତିକ ସ୍ତରରେ ପହଞ୍ଚିଲାଣି।…

ରାଇରଙ୍ଗପୁରରେ ରାଷ୍ଟ୍ରପତି, ମହିଳା…

ଓଏଲ୍‌ ବ୍ୟୁରୋ: ରାଇରଙ୍ଗପୁରରେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ। ମୟୂରଭଞ୍ଜକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ମହାମହିମ। ମୟୂରଭଞ୍ଜ ଗସ୍ତ କରି ମହାମହିମ ସକାଳେ ଉପରବେଡ଼ା ସରକାରୀ ୟୁପି ବିଦ୍ୟାଳୟରେ ସମ୍ବୋଧନ କରିଥିଲେ। ବର୍ତ୍ତମାନ…

ଆଡିଲେଡ୍‌ ଅନ୍ଧାର: ଚାଲିଥିଲା ମ୍ୟାଚ,…

ଓଏଲ୍‌ ବ୍ୟୁରୋ: ଗୋଲାପି ଟେଷ୍ଟରେ ଫ୍ଲଡ ଲାଇଟ୍‌ର ଲୁଚକାଳି ଖେଳ। ଆଡିଲେଡରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟରେ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ଇନିଂସର ୧୮ ତମ ଓଭରରେ ଫ୍ଲଡ ଲାଇଟ୍‌ ବନ୍ଦ ହେବାରୁ କିଛି ସମୟ ପାଇଁ ଖେଳରେ ବ୍ରେକ୍‌ ଲାଗିଥିଲା। ପରେ ଲାଇଟ୍‌ ଆସିଥିଲା । ପୁଣି ୨…

ପୁଷ୍ପା-୨: ପ୍ରଥମ ଦିନରେ ହିଁ ଭାଙ୍ଗିଲା…

ଓଏଲ୍‌ ବ୍ୟୁରୋ: ବକ୍ସ ଅଫିସ୍‌ରେ ନିଆଁ ଲଗାଉଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ପୁଷ୍ପା-୨'। ରିଲିଜ ପୂର୍ବରୁ ଅନେକ ରେକର୍ଡ ଭାଙ୍ଗିଥିବା ପୁଷ୍ପା-୨ ରିଲିଜର ପ୍ରଥମ ଦିନରେ ହିଁ ଆହୁରି ରେକର୍ଡ ଭାଙ୍ଗିଛି। ଭାରତୀୟ ଚଳଚ୍ଚିତ୍ର ଜଗତରେ ସବୁଠୁ ବଡ଼ ଓପନିଂ ରେକର୍ଡ କରିଛି ପୁଷ୍ପା-୨।…

ରାସ୍ତା ମରାମତି ବେଳେ ଅଘଟଣ: ମାଟି ତଳୁ…

ଓଏଲ୍‌ ବ୍ୟୁରୋ: ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ୍ ମରାମତି ବେଳେ ବଡ଼ ଅଘଟଣ ଘଟିଛି। ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ ଫସିଥିବା ଶ୍ରମିକଙ୍କ ମୃତଦେହ ମାଟି ତଳ ସମ୍ପ୍‌ରୁ ୨ ଘଣ୍ଟା ପରେ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ବିପିସିଏଲ ଗ୍ୟାସ୍‌ ପାଇପ୍ ଲାଇନ ମରାମତି ବେଳେ କଟକ-ପାରାଦୀପ…

ଆଜିଠୁ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ…

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ। ଆଜିଠୁ (ଶୁକ୍ରବାର) ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଏହା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…