Odisha Link
Bridging the Missing Links in Odisha
Daily Archives

December 9, 2024

ଆର୍‌ବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ…

ଓଏଲ୍‌ ବ୍ୟୁରୋ: ସଞ୍ଜୟ ମଲହୋତ୍ରା ନୂଆ RBI ଗଭର୍ଣ୍ଣର ନିଯୁକ୍ତ ମିଳିଛି। ଆସନ୍ତା ୧୧ ତାରିଖରେ ସେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର ୧୦ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ନୂଆ RBI ଗଭର୍ଣ୍ଣର ନିଯୁକ୍ତ…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି…

ଓଏଲ୍‌ ବ୍ୟୁରୋ: ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ଭେଟିଛନ୍ତି ରାଜ୍ୟସଭାର ବିଜେଡି ସାଂସଦ। ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ଭେଟିବା ସହ ରାଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। ତେବେ ଏନେଇ ଟ୍ବିଟ୍ କରି ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସୂଚନା ଦେଇ କହିଛନ୍ତି,…

କ୍ଷମତା ବିନା ଛଟପଟ ହେଉଛି ବିଜେଡି:…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୬ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏସବୁ ଭିତରେ ବିଜେଡି ପରାଜୟ ନେଇ ବିଜେଡିକୁ…

ବିରାଟଙ୍କୁ ପଛରେ ପକାଇଲେ ନୀତୀଶ,…

ଓଏଲ୍‌ ବ୍ୟୁରୋ: ଆଡିଲେଡ୍‌ ଟେଷ୍ଟ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ହାରିଛି ସତ। ହେଲେ ଚର୍ଚ୍ଚା ଟିମ୍‌ ଇଣ୍ଡିଆର ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ନେଇ ହେଉଛି। କାରଣ ନୀତୀଶ କୁମାର ରେଡ୍ଡୀ ଦ୍ବିତୀୟ ଟେଷ୍ଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏଥିସହିତ ବିରାଟ…

ମିଛ ବିଜ୍ଞାପନରେ ଚାଲିଥିଲା ଅଫିସ, ଦଲାଲ…

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। କେତେବେଳେ ଚାକିରି ଦେବା ବାହାନାରେ ତ କେବେ ଆଡ଼ମିସନ କରିବା ଉପାୟ କହି ଠକେଇ କରୁଛନ୍ତି। ତେବେ ବର୍ତ୍ତମାନ ଚାକିରି ଦେବାକୁ…

ଦିଲ୍ଲୀ ନିର୍ବାଚନ: ବଦଳିଲା ମନୀଷଙ୍କ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିନାହିଁ ସରକାରୀ ବିଗୁଲ। ତଥାପି କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି ସରକାର ଆରମ୍ଭ କଲାଣି ପ୍ରସ୍ତୁତି। ଆସନ୍ତାବର୍ଷ ପହିଲାରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍‌ ଆଦମୀ ପାର୍ଟି ଦ୍ବିତୀୟ ପ୍ରାର୍ଥୀପତ୍ର ତାଲିକା ଜାରି କରିଛି। ଏହି…

୩ ବର୍ଷରେ ଗଲାଣି ୧୭୮ କଏଦୀଙ୍କ ଜୀବନ,…

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ଆଜିର ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ଜେଲରେ କଏଦୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ରାଜ୍ୟରେ ୩ ବର୍ଷରେ ଜେଲ୍‌ ଭିତରେ ୧୭୮ ଜଣଙ୍କର ଜୀବନ ଯାଇଛି। ପ୍ରତି…

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ବ୍ଲକ ଡେଙ୍ଗପଦର ୟୁପି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ଥିବା ଜଣା ପଡିବା ପରେ ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଥିବା ଛାତ୍ରଛାତ୍ରୀଙ୍କୁ…

ମମତାଙ୍କ ଫର୍ମୁଲାରେ ରାଜ୍ୟସଭା ଯିବେ…

ଓଏଲ୍‌ ବ୍ୟୁରୋ: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର। ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ସୁଜିତ କୁମାର ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲ ଏବଂ…

ରାହୁଲ ମହାରାଷ୍ଟ୍ର ବିଧାନସଭାର ନୂଆ…

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମହାରାଷ୍ଟ୍ରର ନୂଆ ବାଚସ୍ପତି ହେଲେ ରାହୁଲ ନର୍ଭେକର। ଅଢ଼େଇ ବର୍ଷ ଧରି ମହାରାଷ୍ଟ୍ରର ୧୪ ତମ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ନର୍ଭେକର ମୁମ୍ବାଇର କୋଲାବା ବିଧାନସଭା ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ…