Odisha Link
Bridging the Missing Links in Odisha
Daily Archives

December 9, 2024

ଦିଲ୍ଲୀର ୪୦ରୁ ଅଧିକ ସ୍କୁଲ ଉଡ଼ାଇଦେବାକୁ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଆତଙ୍କ। ୪୦ରୁ ଅଧିକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ପୁଣିଥରେ ମିଳିଲା ଧମକ। ବିଭିନ୍ନ ସ୍କୁଲକୁ ମେଲ୍‌ ଯୋଗେ ମିଳିଛି ଧମକ। ମେଲ୍‌ରେ ଉଲ୍ଲେଖ ରହିଛି ଯେ ସ୍କୁଲ ପରିସରରେ ବୋମା ଲଗାଯାଇଛି। ଯଦି ଟଙ୍କା ଦାବି ପୂରଣ ନକର ତେବେ ସ୍କୁଲକୁ ବୋମାରେ ଉଡ଼ାଇ…

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ହଜାର…

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ। ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ପୂର୍ବରୁ ସୂଚନା ମଧ୍ୟ ଦିଆଯାଇଛି। ବିଧାନସଭା ଚାଲୁଥିବାରୁ ସୋମବାର ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ…