Odisha Link
Bridging the Missing Links in Odisha
Daily Archives

December 10, 2024

୧୦ ବର୍ଷରେ ଶତାଧିକ ଶିଶୁ ଶ୍ରମିକ…

ଓଏଲ୍‌ ବ୍ୟୁରୋ: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ…

ଖୁବଶୀଘ୍ର ଭୁବନେଶ୍ୱର ଗଡ଼ିବ ମେଟ୍ରୋ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏସବୁ ଭିତରେ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବଡ଼ ଖବର ଆସିଛି। ୪ ବର୍ଷ ମଧ୍ୟରେ ଶେଷ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ…

ଲିଙ୍ଗଭିତ୍ତିକ ହିଂସା ରୋକିବାକୁ ପ୍ରୟାସ,…

ଓଏଲ୍‌ ବ୍ୟୁରୋ: ଦୂର ହେବ ଲିଙ୍ଗଭିତ୍ତିକ ହିଂସା। ଆଜି ଶକ୍ତି ଆପ୍‌ର ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଲିଙ୍ଗଭିତ୍ତିକ ହିଂସାର ପ୍ରତିକାର ଦିଗରେ ଏହି ଆପ୍‌ କାମ କରିବ। ପ୍ରଥମ କରି ପାଇଲଟ୍‌ ଭାବେ ୫ ଜିଲ୍ଲାରେ ଶକ୍ତି ଆପ୍‌ ଆରମ୍ଭ ହୋଇଛି। ଖୋର୍ଦ୍ଧା, ପୁରୀ, ଗଞ୍ଜାମ,…

ରାଜଧାନୀରେ ଗଡ଼ିବ ଡବଲ୍ ଡେକର୍ ଇ-ବସ୍,…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ଚାଲିବ ଡବଲ୍ ଡେକର୍ ବସ୍‌। ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ। ଏନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ମଧ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣରୁ ରକ୍ଷା କରିବ ଇଲେକ୍ଟ୍ରିକ ବସ୍ ଏବଂ ଏହି ବସ୍ ଭଲ ଚାଲିଲେ ଏହାର ସଂଖ୍ୟା ବୃଦ୍ଧି କରାଯିବ।…

ବସ୍‌ ଧକ୍କା: ୩ ଶ୍ରମିକଙ୍କ ମୃତ୍ୟୁ,…

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ବସ୍‌ ଧକ୍କାରେ ୩ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ପରଜଙ୍ଗ ଥାନା ୫୩ନଂ ଏନଏଚ୍‌ ଖଇରାମୁଣ୍ଡା ଗାଁ ନିକଟରେ ଦୁର୍ଘଟଣା ଘଟିଛି। ମୃତ ୩ ଜଣ ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳକାଟେଣି ଗାଁର ବୋଲି ଜଣା ପଡିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ…

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି। ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ନୂଆ ମୋଡ଼। ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ୨ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର ପାଇଁ କହିଛନ୍ତି। ଟାଟା…

ଉତ୍କର୍ଷ ଓଡ଼ିଶାର ସହଯୋଗୀ ହେବ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ଆୟୋଜିତ କାର୍ଯ୍ୟକ୍ରମର ସହଯୋଗୀ ହେବ ସିଙ୍ଗାପୁର। ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି। ଓଡ଼ିଶା ଆସିବା ନେଇ ସିଙ୍ଗାପୁର ହାଇକମିଶନର ସୂଚନା ଦେଇଛନ୍ତି।…

ଆର୍‌ବିଆଇରୁ ବିଦାୟ ନେଲେ ଶକ୍ତିକାନ୍ତ…

ଓଏଲ୍‌ ବ୍ୟୁରୋ: ଆଜି ଶେଷ ହୋଇଛି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ୧୧ ତାରିଖରେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଆର୍‌ବିଆଇରୁ ବିଦାୟ ନେବା ସହ ନୂଆ RBI…

ସ୍ୱଚ୍ଛ ଭାରତ ମିଶନ: ରାଜ୍ୟରେ ଶୌଚାଳୟ…

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ଶୀତ ଅଧିବେଶନ ଜାରି ରହିଥିବାବେଳେ ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ନେଇ ଗୃହରେ ହଟ୍ଟଗୋଳ ଦେଖା ଦେଇଛି। ଏସବୁ ଭିତରେ ସ୍ୱଚ୍ଛ ଭାରତ ମିଶନ ଯୋଜନାକୁ ଗୃହରେ ମନ୍ତ୍ରୀ ଉତ୍ତର ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୪ ଲକ୍ଷ ୩୪ ହଜାର ୩୪୮ ଜଣ…

୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ,…

ଓଏଲ୍‌ ବ୍ୟୁରୋ: ଗତ ୧୦ ବର୍ଷରେ ରାଜ୍ୟରେ ୮୫୭ ହାତୀଙ୍କ ମୃତ୍ୟୁ ହୋଇଛି। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ, ୨୨୯ ହାତୀ ପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିଛନ୍ତି। ୯୦ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଆଜି ଗୃହରେ ଜଙ୍ଗଲ ଓ…