Odisha Link
Bridging the Missing Links in Odisha

ଖୋର୍ଦ୍ଧାରେ ୧୬୩ ଲାଗୁ, ଉଠା ବ୍ୟବସାୟୀଙ୍କ ଉଚ୍ଛେଦକୁ ବିରୋଧ

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ପୌରାଞ୍ଚଳରେ ଉଠା ବ୍ୟବସାୟୀଙ୍କ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଚ୍ଛେଦ ଓ ଥଇଥାନ ପ୍ରକ୍ରିୟାକୁ ବିରୋଧ କରି ଟ୍ରାଫିକ ଛକରେ ଧାରଣାରେ ବସିଛନ୍ତି ଶତାଧିକ ବ୍ୟବସାୟୀ। ଖୋର୍ଦ୍ଧା ବଜାରରେ ୧୬୩ ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି ଧାରଣାରେ ବ୍ୟବସାୟୀ ବସିବା ସହ ଜୋରଦାର ପ୍ରତିବାଦ କରୁଛନ୍ତି।

Leave A Reply

Your email address will not be published.