Odisha Link
Bridging the Missing Links in Odisha
Daily Archives

December 10, 2024

ଖୋର୍ଦ୍ଧାରେ ୧୬୩ ଲାଗୁ, ଉଠା…

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ପୌରାଞ୍ଚଳରେ ଉଠା ବ୍ୟବସାୟୀଙ୍କ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଚ୍ଛେଦ ଓ ଥଇଥାନ ପ୍ରକ୍ରିୟାକୁ ବିରୋଧ କରି ଟ୍ରାଫିକ ଛକରେ ଧାରଣାରେ ବସିଛନ୍ତି ଶତାଧିକ ବ୍ୟବସାୟୀ। ଖୋର୍ଦ୍ଧା ବଜାରରେ ୧୬୩ ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦକୁ…

୧୫୦ ଫୁଟ୍‌ ତଳେ ୫ ବର୍ଷର ଶିଶୁ, ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ୧୫୦ ଫୁଟ୍‌ ତଳେ ଜୀବନ ସହ ସଂଘର୍ଷ କରୁଛି ୫ ବର୍ଷର ଶିଶୁ। କିଛି ଦିନର ବିରତି ପରେ ବୋରୱେଲ ଟ୍ରାଜେଡି ଦେଖିବାକୁ ମିଳିଛି। ଗତକାଲି ରାତିରେ ୫ ବର୍ଷର ଶିଶୁ ଖେଳିବା ସମୟରେ ଗାତରେ ପଡ଼ିଯାଇଛି। ରାଜସ୍ଥାନ ଦୌସା ଜିଲ୍ଲା ପପର୍ଦା ଥାନା ଅଞ୍ଚଳରେ ଗତକାଲି ଏହି ମହାତାନ ଘଟିଛି। ଏବେ ଉଦ୍ଧାର…

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ…

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ…

ଆଜି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ…

ଓଏଲ୍‌ ବ୍ୟୁରୋ: ଆଜି ସରୁଛି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ୧୧ ତାରିଖରେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଏହା ପୂର୍ବରୁ ନୂଆ RBI ଗଭର୍ଣ୍ଣର ନିଯୁକ୍ତ ନେଇ…

ଆଜି ବସୁଛି ଛତିଶା ନିଯୋଗ ବୈଠକ, ୧୬ରୁ…

ଓଏଲ୍‌ ବ୍ୟୁରୋ: ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ଛତିଶା ନିଯୋଗ ବୈଠକ। ଆସନ୍ତା ୧୬ରୁ ଆରମ୍ଭ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ଏଥିପାଇଁ ଆଜି ଚୂଡ଼ାନ୍ତ ସମୟ ସ୍ଥିର ହୋଇପାରେ। ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି ପାଇଁ ଆପାତତଃ ଦିନ ଧାର୍ଯ୍ୟ କରିଛି ଏଏସ୍‌ଆଇ। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ…

ଡ. ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଗଳ୍ପ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଇଂରାଜୀ ପୁସ୍ତକ “ଫଗ୍ ହ୍ବିସ୍ପର୍ସ”। ବିଶିଷ୍ଟ ଲେଖିକା ଡ. ସ୍ନେହପ୍ରଭା ଦାସଙ୍କ ଦ୍ଵାରା ରଚିତ ଇଂରାଜୀ ଗଳ୍ପ ସଂକଳନ "ଫଗ୍ ହ୍ବିସ୍ପର୍ସ" ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ପରିସରରେ ଥିବା ପେନ୍‌ ଇନ୍‌…