Odisha Link
Bridging the Missing Links in Odisha
Daily Archives

December 11, 2024

ଆନ୍ଦୋଳନରେ ୧୦୮ କର୍ମଚାରୀ, ଆମ୍ବୁଲାନ୍ସ…

ଓଏଲ୍‌ ବ୍ୟୁରୋ: ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ସମାନ କାମକୁ ସମାନ ଦରମା ସହ ବିଭିନ୍ନ ଦାବିରେ କର୍ମଚାରୀ ପ୍ରତିବାଦ କରୁଛନ୍ତି। ତେବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ କରିବାକୁ ରୋଗୀ ସେବା ପ୍ରଭାବିତ ଆଶଙ୍କା ରହିଛି। ତେବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜିପିଏସ୍…

ବଡ଼ ଖବର: ମାତ୍ର ୧୨ ଦିନରେ ଶେଷ ହେଲା…

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥାଆନ୍ତା। କିନ୍ତୁ ତା ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଚଳିତଥର…

‘ମୋ ମାତୃଭାଷା ମହାନ୍, ଆଞ୍ଚଳିକ…

ଓଏଲ୍‌ ବ୍ୟୁରୋ: ମୋ ମାତୃଭାଷା ମହାନ୍ ବୋଲି ଗର୍ବ କରିବା। ଭାଷାର ପ୍ରଚାର ପ୍ରସାର ଦିଗରେ ଆମ ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ଆଜି ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି,…

ଅଡୁଆରେ ବିଜେଡି ସାଂସଦ, କ୍ଷମା ମାଗନ୍ତୁ…

ଓଏଲ୍‌ ବ୍ୟୁରୋ: ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନାକୁ ନେଇ ଅଡୁଆରେ ବିଜେଡି ସାଂସଦ ମୁନ୍ନା ଖାଁ। ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନାକୁ ବିଜେଡି ସାଂସଦ ମୁନ୍ନା ଖାଁ କଦର୍ଥ କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରାର୍ଥନାର ସ୍ରଷ୍ଟା ରାମକୃଷ୍ଣ ନନ୍ଦଙ୍କ ବୋହୂ ଅନୁସୂୟା ନନ୍ଦ କଡ଼ା ପ୍ରତିକ୍ରିୟା…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ:…

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ…

ହ୍ରାସ ହେଉ ମହାପ୍ରସାଦ ଦର, ଗୃହରେ ଦାବି…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରୀମନ୍ଦିର ମହାପ୍ରସାଦ ଦର ହ୍ରାସ ପାଇଁ ପୁରୀ ବିଜେଡି ବିଧାୟକ ଦାବି କରିଛନ୍ତି। ବିଧାନସଭାରେ ପୁରୀ ବିଜେଡି ବିଧାୟକ ସୁନୀଲ…

ରାଜ୍ୟରେ ଆଳୁ ଚାଷ ପାଇଁ ୬୪ କୋଟି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନଜରରେ ରଖି ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଳୁ ଚାଷ କରିବା ସଙ୍ଗେ ତାକୁ ରଖିବ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି।…

ଶୂନ୍ୟକାଳରେ ଉଠିଲା ୱାଲଟେଅର ଡିଭିଜନ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ୱାଲଟେଅର ଡିଭିଜନକୁ ନେଇ ଶୂନ୍ୟକାଳରେ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଶୂନ୍ୟକାଳରେ ପ୍ରସଙ୍ଗ ଉତ୍ଥାପନ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ୱାଲଟେଅର ଡିଭିଜନ ବିଜୟୱାଡ଼ାକୁ ନେଇଯିବାକୁ ଷଡ଼ଯନ୍ତ୍ର କରାଯାଉଛି। ୱାଲଟେଅର…

ବଢୁଛି ଗୋଚାଲାଣ ମାମଲା, ସୁରକ୍ଷା ପାଇଁ…

ଓଏଲ୍‌ ବ୍ୟୁରୋ: ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ଆସିବ ଆଇନ। ଗୋମାଂସ ଓ ଗୋଚାଲାଣ ବି ବନ୍ଦ ହେବ। ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ୍‌ ଆଣିବାକୁ ବିଚାର କରୁଛନ୍ତି। ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ୍‌ ନେଇ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଆଇନ ମନ୍ତ୍ରୀ କହିଥିବାବେଳେ ଆଜି ମତ୍ସ୍ୟ ଓ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଡିସେମ୍ବର…

ଓଏଲ୍‌ ବ୍ୟୁରୋ: ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ଡିସେମ୍ବର ୩୧ରେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ବା ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜନଜାତିର…