Odisha Link
Bridging the Missing Links in Odisha
Daily Archives

December 13, 2024

ଥମୁନି ବୋମା ଧମକ, ଆର୍‌ବିଆଇକୁ…

ଓଏଲ୍‌ ବ୍ୟୁରୋ: ସ୍କୁଲ ପରେ ଦିଲ୍ଲୀରେ ଏବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ମିଳିଛି ବୋମା ଧମକ। ଗୁରୁବାର ଅପରାହ୍ନରେ ଆର୍‌ବିଆଇର ଅଫିସିଆଲ୍ ୱେବସାଇଟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ସୂଚନା ରହିଛି। ଇ-ମେଲରେ ଋଷୀୟ ଭାଷାରେ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାର ଧମକ ଲେଖାଯାଇଥିଲା। ଏହି…

ନଦୀ ପଠାରେ ପଡ଼ିଛି ମହିଳାଙ୍କ ମୃତଦେହ,…

ଓଏଲ୍‌ ବ୍ୟୁରୋ: କଟକରେ ନଦୀ ପଠାରେ ପଡ଼ିଛି ମହିଳାଙ୍କ ମୃତଦେହ। ପରମହଂସ କାଠଯୋଡ଼ି ନଦୀ ପଠାରେ ମୃତଦେହ ପଡ଼ିରହିଛି। ମହିଳାଙ୍କ ମୁହଁ ଓ ବେକରେ ରହିଛି ଗଭୀର କ୍ଷତ ରହିଛି। ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ର ଚାପଡ଼ ଉଦ୍ଧାର ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ…

ଭରତପୁର ଥାନା ମାମଲା: ମେଜର ବାନ୍ଧବୀଙ୍କର…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ପୁଲିସ ଆର୍ମି ବିବାଦ ମାମଲାର ତଦନ୍ତ ଜାରି ରହିଛି। ଏସବୁ ଭିତରେ ମେଜର ବାନ୍ଧବୀଙ୍କର ପଲିଗ୍ରାଫ ଟେଷ୍ଟ କରାଇଲା କ୍ରାଇମବ୍ରାଞ୍ଚ। ଭୁବନେଶ୍ବର ଏସଏଫଏସଏଲରେ ମେଜର ବାନ୍ଧବୀଙ୍କର ପଲିଗ୍ରାଫ ଟେଷ୍ଟ ସଂପନ୍ନ ହୋଇଛି। ଆୟପଟେ, ହାଇକୋର୍ଟରେ ପହଂଚିଛି ଭରତପୁର ଥାନା ମାମଲା।…

ଆଜିଠୁ ୩ ଜିଲ୍ଲା ଗସ୍ତରେ ଯିବେ…

ଓଏଲ୍‌ ବ୍ୟୁରୋ: ଖସୁଛି ପାରଦ ବଢୁଛି ଶୀତ। ଜାଡର ପ୍ରକୋପ ଭିତରେ ସବୁଠି ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ। ଏସବୁ ଭିତରେ ଆଜିଠୁ ତିନିଦିନିଆ ତିନି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାଲକାନଗିରି, କୋରାପୁଟ ଓ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ମାଲକାନଗିରିରେ କୃଷକ ମେଳା ଓ…