Odisha Link
Bridging the Missing Links in Odisha
Daily Archives

December 16, 2024

ନେହେରୁଙ୍କ ଚିଠି ଫେରସ୍ତ ମାଗିଲା…

ଓଏଲ୍‌ ବ୍ୟୁରୋ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠି ଫେରାଇବା ପାଇଁ କଂଗ୍ରେସ ସାଂସଦଙ୍କୁ ଚିଠି ଲେଖିଲା ନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML)। ବର୍ତ୍ତମାନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ବହୁ ଚିିଠି ଏବେ କଂଗ୍ରେସ ନିକଟରେ ରହିଛି। ଉକ୍ତ…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ୍…

ଓଏଲ୍‌ ବ୍ୟୁରୋ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ୍ କୁମାର। ଓଡ଼ିଆରେ ଶପଥ ନେଲେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବା ବିଜେପି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ପରେ ସାଂସଦ ସୁଜିତ୍ କୁମାର ପ୍ରତିକ୍ରିୟା ରଖି କହିଥିଲେ, ସଂସଦରେ କଳାହାଣ୍ଡି ତଥା ଓଡ଼ିଶା…

ରାଜରାସ୍ତାରେ ଅଙ୍ଗନବାଡି କର୍ମୀ, ସରକାରୀ…

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ…

ବଡ଼ ଖବର: ବଡ଼ଦିନରେ ମିଳିବନି ଚତୁର୍ଥ…

ଓଏଲ୍‌ ବ୍ୟୁରୋ: ଆସନ୍ତା ଡିସେମ୍ବର ୨୫ ତାରିଖ ଅର୍ଥାତ୍ ବଡ଼ଦିନରେ ‘ସୁଭଦ୍ରା’ ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ମିଳିବ ବୋଲି କୁହାଯାଉଥିବାବେଳେ ଏବେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ମିଳିବାକୁ ଥିବା ଟଙ୍କାକୁ ସ୍ଥଗିତ…

୪ର୍ଥ ଅକ୍ଷୟ ଉପନ୍ୟାସ ପୁରସ୍କାର: ଆଜି…

ଓଏଲ୍‌ ବ୍ୟୁରୋ: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ତୃତୀୟ ଉପନ୍ୟାସ ‘ଇତର’…

ରାଜ୍ୟରେ ଶୀତର ପ୍ରକୋପ, ଏହି ସବୁ…

ଓଏଲ୍‌ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ…

ଓଡ଼ିଶା ଭିଜନ ୨୦୩୬: ମତ ରଖିଲେ ଲକ୍ଷାଧିକ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ହେବ। ଆଉ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ଓଡ଼ିଶାର ଅବଦାନ ମହତ୍ୱପୂର୍ଣ୍ଣ ରହିବ। ଏହାକୁ ଦୃଷ୍ଟିରେ ରଖି ଗଠନ ହୋଇଥିବା ୱେବପୋର୍ଟାଲରେ ଆସିଲା ମତାମତ। ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପାଇଁ ଆସିଲା ମତାମତ। ଇମେଲ୍, ହ୍ୱାଟସଆପ୍…

ବିଜୟ ଦିବସ: ସହିଦଙ୍କ ବଳିଦାନକୁ ସମ୍ମାନ…

ଓଏଲ୍‌ ବ୍ୟୁରୋ: ଭାରତ-ପାକ୍ ଯୁଦ୍ଧକୁ ବିତିଛି ୫୪ ବର୍ଷ। ୧୯୭୧ ମସିହା ଏହି ଯୁଦ୍ଧରେ ବିଶ୍ୱ ମାନଚିତ୍ରରେ ବାଲାଂଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା। ଏହି ଯୁଦ୍ଧରେ ପାକିସ୍ତାନକୁ ବୃଦ୍ଧି ଶିଖାଇଥିଲା ଭାରତ। ଯୁଦ୍ଧରେ ଶୋଚନୀୟ ପରାଜୟ ବରଣ କରିଥିଲା ଇସଲାମାବାଦ। ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ଆଗରେ…

ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ଲୋକସଭା ପରେ ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା। ସମ୍ବିଧାନକୁ ସ୍ବୀକାର କରିବାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଜ୍ୟସଭାରେ ଆଜିଠୁ ଦୁଇ ଦିିନିଆ ସମ୍ବିଧାନ ଚର୍ଚ୍ଚା ଆରମ୍ଭ ହେଉଛି। ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଉପରେ ବିତର୍କ ହେବ। ରାଜ୍ୟସଭାରେ ଗୃହର ନେତା…

ଆଜି ପବିତ୍ର ଧନୁ ସଂକ୍ରାନ୍ତି,…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ଏଥିପାଇଁ ଶ୍ରୀମନ୍ଦିରଠୁ ଆରମ୍ଭ କରି ସମସ୍ତ ଦେବାଳୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ବିଶେଷକରି ଆଜିଠୁ ପହିଲି ଭୋଗ ଆରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଏହି ପହିଲି ଭୋଗ…