Odisha Link
Bridging the Missing Links in Odisha

ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ଲୋକସଭା ପରେ ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା। ସମ୍ବିଧାନକୁ ସ୍ବୀକାର କରିବାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଜ୍ୟସଭାରେ ଆଜିଠୁ ଦୁଇ ଦିିନିଆ ସମ୍ବିଧାନ ଚର୍ଚ୍ଚା ଆରମ୍ଭ ହେଉଛି। ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଉପରେ ବିତର୍କ ହେବ। ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ବିତର୍କକୁ ଆରମ୍ଭ କରିବେ। ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିତର୍କ ଉପରେ ଜବାବ ରଖିପାରନ୍ତି।

Leave A Reply

Your email address will not be published.