Odisha Link
Bridging the Missing Links in Odisha
Daily Archives

December 17, 2024

ଡିସେମ୍ବର ୩୧ରେ ପାଳନ ହେବ ‘ବହି ତରାସ୍’…

ଓଏଲ୍‌ ବ୍ୟୁରୋ: ପାଶ୍ଚାତ୍ଯ ଦେଶ ତୁଳନାରେ ଭାରତର ପୁସ୍ତକ ପାଠକ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସମ୍ପ୍ରତି ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏକ ପୁରାତନ ପ୍ରକାଶନ ସଂସ୍ଥା ‘କିତାବ୍ ତେରସ୍’ ନାମକ ଏକ କାର୍ଯ୍ୟକ୍ରମ ଜରିଆରେ ବହି ବିକ୍ରିକୁ ବହୁଗୁଣ ବୃଦ୍ଧି କରିପାରିଛି। ଏହି…

ଏକକ ନିର୍ବାଚନ ବିଲ୍: ପ୍ରଥମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ଆଗତ ହେଲା ‘ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌’। ଆଜି ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ ଭାବେ ଜଣାଶୁଣା ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକକୁ ଆଗତ କରିଛନ୍ତିି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧେୟକ ଆଗତ ପରେ ଏହା…

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି,…

ଓଏଲ୍‌ ବ୍ୟୁରୋ: ଆଜିଠୁ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ପ୍ରଥମେ ଭିତର ଓ ପରେ ହେବ ବାହାର ଭଣ୍ଡାର ମରାମତି କାମ। ପ୍ରଥମେ ଭାରା ବନ୍ଧା ହୋଇ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଡ଼କଥା ହେଉଛି…

ଆମେ ୭ ଏକାଠି ଅଛୁ: ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ଶାସନ ଗାଦିରୁ ହଟିବା ପରେ ବିଜେଡିର ସ୍ଥିତି କ'ଣ ? ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ବିଜେଡିର ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ବିଜେଡିକୁ ବୁଷ୍ଟର ଡୋଜ…

ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ…

ଓଏଲ୍‌ ବ୍ୟୁରୋ: ମହାନଦୀ ଯୋବ୍ରା ନିକଟରେ ଭାସୁଛି ଜଣେ ପୂର୍ବତନ ପ୍ରଫେସରଙ୍କ ମୃତଦେହ। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରେଭେନ୍ସାର ପୂର୍ବତନ ପ୍ରଫେସର ବୈଷ୍ଣବ ଚରଣ ସିଂ। ତାଙ୍କ ଘର ରାଜେନ୍ଦ୍ରନଗରରେ। ବୈଷ୍ଣବ ଭୁବନେଶ୍ୱର…

ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍

ଓଏଲ୍‌ ବ୍ୟୁରୋ: ସରଗରମ ହେବ ସଂସଦ। କାରଣ ଆଜି ଲୋକସଭାରେ ଆଗତ ହୋଇଛି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌’। କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲଙ୍କ ଦ୍ୱାରା ସଂସଦରେ ଏହି ବିଲ୍‌ ଉପସ୍ଥାପନ କରାଯାଇଛି। ଗତ ଗୁରୁବାର ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଥିଲା। ସଂସଦର…

ଏମ୍ସରୁ ରୋଗୀଙ୍କ ଝୁଲନ୍ତା ମୃତଦେହ…

ଓଏଲ୍‌ ବ୍ୟୁରୋ: ସରକାରଙ୍କ ନିରାମୟଠୁ ଆରମ୍ଭ କରି ବିଭିନ୍ନ ଯୋଜନା ରୋଗୀଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରୁଛି। ପୂର୍ବରୁ ଡାକ୍ତର, ଚିକିତ୍ସାଳୟ ଏବଂ ଔଷଧର ଅଭାବ ହେଉଥିବାବେଳେ ଏବେ ତାହା ଆଉ ନାହିଁ। ଡାକ୍ତରଖାନାଠୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ସୁବିଧା ଉପଲବ୍ଧ ହେଲାଣି। ହେଲେ ରୋଗୀକୁ ରୋଗ…

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଗସ୍ତ ସମୟରେ ସେ ବିଭିନ୍ନ ବିଦ୍ୟାଳୟର ଜୟନ୍ତୀ ସମାରୋହ ଓ ଜିଲ୍ଲା ମହୋତ୍ସବରେ ଯୋଗ ଦେବେ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି…

ଖୁବ୍‌ଶୀଘ୍ର ସବୁ ଅଭୟାରଣ୍ୟରେ ଲାଗିବ…

ଓଏଲ୍‌ ବ୍ୟୁରୋ: ଦେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା। ଶିକାରୀଙ୍କୁ ଧରିବାକୁ ଏବେ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବିଭାଗ ଗୁରୁତ୍ବ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି। ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଲାଗିଛି। ଖୁବ୍‌ଶୀଘ୍ର ଦେବ୍ରିଗଡ଼ ଓ…

ଶୀତରେ ଥରୁଛି ଓଡ଼ିଶା, ଚାଷୀର ଚିନ୍ତା…

ଓଏଲ୍‌ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ…