Odisha Link
Bridging the Missing Links in Odisha
Daily Archives

December 18, 2024

ରାଜସ୍ଥାନରେ ବଡ଼ ଅଘଟଣ: ୨ ଯବାନ ସହିଦ

ଓଏଲ୍‌ ବ୍ୟୁରୋ: ରାଜସ୍ଥାନ ବିକାନେର ଫିଲ୍ଡ ଫାୟାରିଂ ରେଞ୍ଜରେ ଅଘଟଣ ଘଟିଛି। ତୋପ ଅଭ୍ୟାସ ବେଳେ ବୋମା ବିସ୍ଫୋରଣ ହୋଇଥିବା ଜଣା ପଡିଛି। ତୋପ ଅଭ୍ୟାସ ବେଳେ ବୋମା ବିସ୍ଫୋରଣ କାରଣରୁ ୨ ଯବାନଙ୍କ ମୃତ୍ୟୁ ହୋଇଛି। ବୋମା ବିସ୍ଫୋରଣରେ ୨ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇ…

ନୂଆ ଆର୍ଥିକ ବର୍ଷ ପୂର୍ବରୁ ଆୟୁଷ୍ମାନ…

ଓଏଲ୍‌ ବ୍ୟୁରୋ: ସାରା ଭାରତରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ। ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଟିମ୍ ପହଂଚି ଆଲୋଚନା କରିଥିବା ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ କେନ୍ଦ୍ରୀୟ…

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ କରାଯାଇଛି, ସିବିଆଇକୁ ଯାହା କହିବା କଥା କହିବେ। ଚୂଡ଼ାନ୍ତ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ଵସ୍ତି,…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି। ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ନୂଆ ମୋଡ଼। ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ୫ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର ପାଇଁ କହିଛନ୍ତି। ଟାଟା…

‘ଦୁଇ ମାସରେ ସରିବ ଆବାସ ସର୍ଭେ,…

ଓଏଲ୍‌ ବ୍ୟୁରୋ: ସରକାର ବାସହରାଙ୍କୁ ଜମି ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଲୋକ ଆବାସ ପାଇଛନ୍ତି। ଆବାସରୁ ବଂଚିତ ଥିବା ଲୋକଙ୍କ ପାଇଁ ସରକାର ସର୍ଭେ ଆରମ୍ଭ କରିଛନ୍ତି। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି। ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି। ଲୋକଙ୍କୁ…

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର…

ଓଏଲ୍‌ ବ୍ୟୁରୋ: ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଓଡ଼ିଶାର ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ପୁରସ୍କାର। 'ଭୂତି ଭକ୍ତି ବିଭୂତି' ପୁସ୍ତକ ପାଇଁ ମିଳିବ ପୁରସ୍କାର।

ଜଳିଗଲା ସାବୁନ ଫ୍ୟାକ୍ଟ୍ରି

ଓଏଲ୍‌ ବ୍ୟୁରୋ: ପୁରୀ ମଙ୍ଗଳାଘାଟରେ ଭୟଙ୍କର ଅଗ୍ନିକାଣ୍ଡ। ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଆଜି ଦିନ ବେଳା ଏହି ଅଗ୍ନିକାଣ୍ଡ ଘଟିଛି। ସାବୁନ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁ…

ସଂସଦରେ କଂଗ୍ରେସର ଜୟ ଭୀମ ନାରା, ବିଜେପି…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନର ୧୮ତମ ଦିନରେ କଂଗ୍ରେସର ହଙ୍ଗାମା। ଗୃହର ଦୁଇ ସଦନ ଲୋକସଭା ଓ ରାଜ୍ୟସଭାରେ ଆମ୍ବେଦକରଙ୍କୁ ଅପମାନ କରାଯବା ପ୍ରସଙ୍ଗରେ ହଙ୍ଗାମା କରୁଛି କଂଗ୍ରେସ। ଗୃହରେ ଜୟଭୀମ ନାରା ପକାଇଥିଲେ କଂଗ୍ରେସ ସାଂସଦ। କଂଗ୍ରେସ ଓ ଅନ୍ୟ ବିପକ୍ଷ ଦଳର ସାଂସଦ ଅଭିଯୋଗ କରିଛନ୍ତି…

ଅଡ଼ୁଆରେ ୨୦ରୁ ଅଧିକ ସାଂସଦ, ନୋଟିସ୍‌…

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଲୋକସଭାରେ 'ଏକ ରାଷ୍ଟ୍ର, ଏକ ନିର୍ବାଚନ' ବିଲ୍‌ ଆଗତ ହୋଇଥିଲା। ସଂସଦରେ ପ୍ରଥମଥର ପାଇଁ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଭୋଟ୍‌ ଦେଇଥିଲେ ସଦସ୍ୟ। ତେବେ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌…

ହଠାତ୍‌ କାହିଁକି କ୍ରିକେଟରୁ ଅବସର ଘୋଷଣା…

ଓଏଲ୍‌ ବ୍ୟୁରୋ: କ୍ରିକେଟକୁ ବାଏ ବାଏ କଲେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ବିନୀ। ବର୍ଡର-ଗାଭାସ୍କର ଟ୍ରଫିର ମଝିରେ ଅଶ୍ବିନୀ ସମସ୍ତଙ୍କୁ ଚକିତ କରି ଇଣ୍ଟରନ୍ୟାଶନାଲ କ୍ରିକେଟରୁ ବିଦାୟ ନେଇଛନ୍ତି ଅଶ୍ବିନୀ। ଇଣ୍ଟରନ୍ୟାଶନାଲ କ୍ରିକେଟରେ ଅଶ୍ବିନୀଙ୍କ ୧୩ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ…