Odisha Link
Bridging the Missing Links in Odisha
Daily Archives

December 20, 2024

ଅବକାରୀ ବିଭାଗର କଟକଣା: ଅନୁମତି ବିନା…

ଓଏଲ୍‌ ବ୍ୟୁରୋ: ଆଉ କିଛି ଦିନରେ ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏସବୁ ଭିତରେ ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗ କଟକଣା ଜାରି କରିଛି। ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ ବୋଲି ଅବକାରୀ କମିଶନର ସୂଚନା…

ସଂସଦରେ ଠେଲାପେଲା: ରାହୁଲଙ୍କ ବିରୋଧରେ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସଂସଦ ପରିସରରେ…

ନୂଆବର୍ଷରୁ ଜଗା ଦର୍ଶନ ପାଇଁ ନୂଆ…

ଓଏଲ୍‌ ବ୍ୟୁରୋ: ଆଉ କିଛି ଦିନରେ ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ନୂଆବର୍ଷ ଆଗମନରେ ଅନେକ ପରିବର୍ତ୍ତନ କରାଯିବାକୁ ଥିବାବେଳେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ନେଇ ସୂଚନା ପ୍ରଦାନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପ୍ଲାଟଫର୍ମ…

ବଣ୍ଡାଘାଟିରେ ବଡ଼ ଘୋଷଣା: ଆବାସ ପାଇଁ…

ଓଏଲ୍‌ ବ୍ୟୁରୋ: କୋରାପୁଟ ଗସ୍ତରେ ଯାଇ ବଣ୍ଡାଘାଟିରେ ସୁଭଦ୍ରା ହିତାଧିକାରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ପାଇଛନ୍ତି କି ନାହିଁ ପଚାରି ବୁଝିଲେ। ଯୋଜନାରେ ପାଇଥିବା ଟଙ୍କା ନେଇ ଆଲୋଚନା କରିଛନ୍ତି। ବଣ୍ଡାଘାଟିର ସୁବିଧା ଓ ସମସ୍ୟା ନେଇ ଆଲୋଚନା ହୋଇଥିବା ସୂଚନା…

ଖୁବଶୀଘ୍ର ନୂଆ କୃଷିନୀତି ଆଣିବେ ସରକାର,…

ଓଏଲ୍‌ ବ୍ୟୁରୋ: ବଦଳିବ କୃଷକର ଭାଗ୍ୟ। ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି କୃଷି ନୀତି। ଯେଉଁଥିରେ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଆଉ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ପଦକ୍ଷେପ ନିଆଯିବ। ଖାଲି ସେତିକି ନୁହେଁ, ବିଦେଶରେ ଚାଦିବା ଥିବା ଖାଦ୍ୟଶସ୍ୟର ଉତ୍ପାଦନ ବଢାଇବା…

ବିଜୟ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ…

ଓଏଲ୍‌ ବ୍ୟୁରୋ: ବିଜୟ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର। ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ଦାୟିତ୍ବ ପ୍ରଦାନ କଲେ ସରକାର। କରୋନା ମହାମାରୀ ସମୟରେ ବିଜୟ କୁମାର ମହାପାତ୍ର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ସମ୍ପାଦନା କରିଛନ୍ତି।

ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ଆଇନ,…

ଓଏଲ୍‌ ବ୍ୟୁରୋ: ନୂଆବର୍ଷ ପାଇଁ କଠୋର କରାଯିବ ଅବକାରୀ ଆଇନ। ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ। ଏନେଇ ଆଇନ ମନ୍ତ୍ରୀ ଚେତାବନୀ ଦେବା ସହ କହିଛନ୍ତି, ଅବକାରୀ ନୀତି ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ରାଜ୍ୟ ସରକାର ଆଣିଥିବା ନୂଆ ଅବକାରୀ ନୀତିରେ ପରିବର୍ତ୍ତନ…

ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ, ସୁଭଦ୍ରା…

ଓଏଲ୍‌ ବ୍ୟୁରୋ: କୋରାପୁଟ ଗସ୍ତରେ ଯାଇ ବଣ୍ଡାଘାଟିରେ ସୁଭଦ୍ରା ହିତାଧିକାରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ପାଇଛନ୍ତି କି ନାହିଁ ପଚାରି ବୁଝିଲେ। ଯୋଜନାରେ ପାଇଥିବା ଟଙ୍କା ନେଇ ଆଲୋଚନା କରିଛନ୍ତି। ବଣ୍ଡାଘାଟିର ସୁବିଧା ଓ ସମସ୍ୟା ନେଇ ଆଲୋଚନା ହୋଇଥିବା ସୂଚନା…

ମନରେଗାରେ ଖରାପ ପ୍ରଦର୍ଶନ, ୧୨ଟି ବ୍ଲକର…

ଓଏଲ୍‌ ବ୍ୟୁରୋ: ମନରେଗାରେ ଖରାପ ପ୍ରଦର୍ଶନ ପାଇଁ କଡା ଆକ୍ସନ ନେଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ। କାର୍ଯ୍ୟରତ ୧୨ଟି ବ୍ଲକର ଏଡିଇଓଙ୍କ ଦରମା ବନ୍ଦ ନିର୍ଦେଶ ଦେଇଛନ୍ତି। ମନରେଗାରେ ଖରାପ ପ୍ରଦର୍ଶନ ପାଇଁ ଟାଙ୍ଗୀ-ଚୌଦ୍ୱାର ଓ ନରସିଂହପୁର ବ୍ଲକ ଏଡିଇଓଙ୍କ ଦରମା ବନ୍ଦ ହୋଇଛି। ଦରମା ବନ୍ଦ ପାଇଁ…

ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପର…

ଓଏଲ୍‌ ବ୍ୟୁରୋ: ପୂର୍ବ ସରକାର ସମୟରେ ହୋଇଥିବା ପୁରୀ ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୈଳୀ ବା ଡିଜାଇନରେ ପରିବର୍ତ୍ତନ କରାଯିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍‌ କରି ନୂଆ ଡିଜାଇନ ହେବ। ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ…