Odisha Link
Bridging the Missing Links in Odisha
Daily Archives

December 20, 2024

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍‌

ଓଏଲ୍‌ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍‌। ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ ଚାଲିଛି। କେଉଁ ଘଟଣା ନେଇ ଇଡି ରେଡ୍‌ କରୁଛି କିଛି ସ୍ପଷ୍ଟ ହୋଇନି।

ପରଲୋକରେ ହରିୟାଣାର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ପରଲୋକରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲା। ଗୁରୁଗ୍ରାମ ବାସଭବନରେ ୮୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲା।

ସରିଲା ଲୋକସଭା ଶୀତ ଅଧିବେଶନ, ଶେଷ ଦିନରେ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। ଚଳିତ ଅଧିବେଶନର ଶେଷ ଦିନରେ ପ୍ରବଳ ହଙ୍ଗାମା ଦେଖିବାକୁ…

ପ୍ରିୟଙ୍କା ଗାନ୍ଧିଙ୍କୁ ବ୍ୟାଗ୍ ଉପହାର…

ଓଏଲ୍‌ ବ୍ୟୁରୋ: ନୂଆକରି ସାଂସଦ ହୋଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଏବେ ଖୁବ ଚର୍ଚ୍ଚାରେ। ସେ ଯେତିକି ଚର୍ଚ୍ଚାରେ ଅଛନ୍ତି ତାଙ୍କଠୁ ତାଙ୍କ ବ୍ୟାଗ ଅଧିକ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରିୟଙ୍କାଙ୍କୁ ଏକ ବ୍ୟାଗ୍ ଉପହାର ଦେଇ ବ୍ୟାଗ ରାଜନୀତିରେ ଘିଅ…

ସଂସଦ ଏକ ପବିତ୍ର ଗୃହ, ରାହୁଲ ଗାନ୍ଧିଙ୍କ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। ଯାହାକୁ କାଉଣ୍ଟର କରିବା ପାଇଁ ବିଜେପି ମଧ୍ୟ ଆଜି ବିକ୍ଷୋଭ…

ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର…

ଓଏଲ୍‌ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ୩ ବର୍ଷ ପୂର୍ବେ ଦେଶର ପ୍ରଥମ ସିଡିଏସ୍‌ ବିପିିନ ରାଓ୍ବତଙ୍କ ମୃୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ହୋଇଛି ବଡ଼ ଖୁଲାସା। ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍‌ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛଇ ଚାଞ୍ଚଲ୍ୟକର ତଥ୍ୟ। ଯାନ୍ତ୍ରିକ ତ୍ରୁଟି…

ଏସିଆନ୍ ଚାମ୍ପିୟନସିପ୍‌ରେ ସ୍ଵର୍ଣ୍ଣ…

ଓଏଲ୍‌ ବ୍ୟୁରୋ: ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ସୁନା ଝିଅ ଜ୍ୟୋତ୍ସ୍ନା ସବର। ଓଡ଼ିଶାର ଭାରୋତ୍ତୋଳିକା ଜ୍ୟୋତ୍ସ୍ନା ସବର ୪୦ କିଗ୍ରା ଓଜନ ବର୍ଗରେ ଦୋହା ଠାରେ ଆୟୋଜିତ ଏସିଆନ୍ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପୂର୍ବରୁ ଅନେକ ଥର ରାଜ୍ୟ…

ନୂଆପଡ଼ା ଗସ୍ତରେ ସ୍ଵାସ୍ଥ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଦଲାଲ ମୁକ୍ତ ଧାନ କିଣା, କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଟନୀ ଛଟନୀ ବନ୍ଦ ନହେଲେ କଡା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ସ୍ଵାସ୍ଥ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ମଣ୍ଡି ବୁଲି ଚାଷୀଙ୍କ ସହ ଆଲୋଚନା…

ରାଜଧାନୀରେ ପୁଣି ବୋମା ଆତଙ୍କ, ସ୍କୁଲ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଆତଙ୍କ। ସାଉଥ୍ ଦିଲ୍ଲୀ, ନର୍ଥ ୱେଷ୍ଟ ଦିଲ୍ଲୀର କିଛି ସ୍କୁଲକୁ ବୋମାରେ ଉଡ଼ାଇବାକୁ ପୁଣିଥରେ ମିଳିଲା ଧମକ। ବିଭିନ୍ନ ସ୍କୁଲକୁ ମେଲ୍‌ ଯୋଗେ ମିଳିଛି ଧମକ। ମେଲ୍‌ରେ ଉଲ୍ଲେଖ ରହିଛି ଯେ ସ୍କୁଲ ପରିସରରେ ବୋମା ଲଗାଯାଇଛି। ଏଭଳି ଧମକପୂର୍ଣ୍ଣ ମେଲ‌…

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ରାଜ୍ୟର…

ଓଏଲ୍‌ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ…