Odisha Link
Bridging the Missing Links in Odisha
Daily Archives

December 21, 2024

ଋଷରେ ୯/୧୧ ଭଳି ଆକ୍ରମଣ, ବଢ଼ୁଛି ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଆମେରିକାରେ ହୋଇଥିବା ୯/ ୧୧ ଆକ୍ରମଣ ଭଳି ଘାତକ ଆକ୍ରମଣ ଋଷରେ ହୋଇଛି। ଋଷର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରୋନ ତରଫରୁ ଏହି ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ରହିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ…

ରବିବାର ହେବନି ପଥ ଉତ୍ସବ, ସୂଚନା ଦେଲା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଦୁଲୁକିଥାନ୍ତା ରାଜଧାନୀ ଭୁବନେଶ୍ବର। ହେଲେ ଲଘୁଚାପ ଜନତି ବର୍ଷା ସବୁକିଛି ବିଗାଡ଼ି ଦେଲା। ଆସନ୍ତାକାଲି ହେବାକୁ ଥିବା ପଥ ଉତ୍ସବକୁ ସ୍ଥଗିିତ କରାଯାଇଛି। ବର୍ଷା ଓ ଖରାପ ପାଗ ଯୋଗୁଁ ପଥ ଉତ୍ସବ ସ୍ଥଗିତ କରାଯାଇଛି। ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଭୁବନେଶ୍ବର…

ଜାନୁଆରୀରେ ମିଳିବ ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍‌। ୨୦୨୫ ଜାନୁଆରୀ ମାସରେ ୨୦ଲକ୍ଷ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିବ। ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପାଇବେ ହିତାଧିକାରୀ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ…

ଜିଏସ୍‌ଟି କାଉନସିଲ୍‌ ବୈଠକ ଆରମ୍ଭ, ଏହି…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ୫୫ତମ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ। ରାଜସ୍ଥାନର ଜୈସଲମେର୍‌ରେ ଆରମ୍ଭ ହୋଇଛି ବୈଠକ। ଏହି ଜିଏସ୍‌ଟି ପରିଷଦ ବୈଠକରେ ରାଜ୍ୟର ସମସ୍ତ ଅର୍ଥମନ୍ତ୍ରୀ ଓ ସଚିବଙ୍କ ସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଭାଗ…

ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଏଲ୍‌ ବ୍ୟୁରୋ: ଅବପାତରେ ପରିଣତ ହେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ୍ୟ ଲଘୁଚାପ। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ କେନ୍ଦ୍ରୀଭୂତ ରହିଛି। ଏହି ଅବପାତ ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଘଣ୍ଟା…

ଆଜି ବର୍ଷର ସବୁଠୁ ଛୋଟ ଦିନ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିର୍ଷର ସବୁଠୁ ଛୋଟ ଦିନ। ଚଳିତ ବର୍ଷ ଡିସେମ୍ବର ୨୧ରେ ସବୁଠୁ ଛୋଟ ଦିନ ଦେଖିବାକୁ ପାଇଛନ୍ତି ବିଶ୍ୱବାସୀ। ଗୋଟିଏ ବର୍ଷର ସବୁଠୁ ଛୋଟ ଦିନକୁ ୱିଣ୍ଟର ସଲଷ୍ଟାଇସ କହନ୍ତି। ଆଜି ଭୁବନେଶ୍ବରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ। ସେହିପରି ରାତି ସମୟ…