Odisha Link
Bridging the Missing Links in Odisha
Daily Archives

December 22, 2024

୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ, କିଏ…

ଓଏଲ୍‌ ବ୍ୟୁରୋ: କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ? ନା ବଢ଼ିବ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ। ଏସବୁ ଚର୍ଚ୍ଚା ଏଥିପାଇଁ ଲାଗି ରହିଛି କାରଣ ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍‌ ମନୋଜ ଆହୁଜା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବେ। ତେବେ…

କୁଏତ୍‌ରେ ଓଡ଼ିଆ ଲୋକଙ୍କୁ ଭେଟିଲେ ମୋଦି

ଓଏଲ୍‌ ବ୍ୟୁରୋ: କୁଏତ୍‌ରେ ଓଡ଼ିଆ ଲୋକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଆ ଲୋକଙ୍କ ସହିତ ହାତ ମିଳାଇଲେ ଆଉ ଜୟ ଜଗନ୍ନାଥ କହି କଥା ହୋଇଥିଲେ। ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ୍‌ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା…

ପରଲୋକରେ ଭୁବନେଶ୍ବର ମଧ୍ୟର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟ ମହାନ୍ତି। ଭୁବନେଶ୍ବର ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ ହୋଇଛି। ସେ ୨୦୧୪ ମସିହାରେ ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୬୦ ବର୍ଷ ବୟସରେ ତାଙ୍କାର ପରଲୋକ…

କୁଏତ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: କୁଏତରେ ଓଡ଼ିଶା କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବାକୁ କୁଏତ ପ୍ରବାସୀ ଭାରତୀୟଙ୍କୁ ନିମନ୍ତ୍ରଣ କଲେ ମୋଦି। ହାଲ୍ଲା ମୋଦି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କଲେ ମୋଦି। ଜାନୁଆର ୮ରୁ ୧୦ ଯାଏ ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱରରେ ସ୍ୱତନ୍ତ୍ର…

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଓଏଲ୍‌ ବ୍ୟୁରୋ: ଜଗା ପ୍ରେମୀଙ୍କ ପାଇଁ ବଡ଼ ଖବର। ନୂଆବର୍ଷରୁ ଧାଡ଼ି ଦର୍ଶନ କରିବେ ଭକ୍ତ। ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବେ ଧାଡ଼ି ଦର୍ଶନ ପ୍ରକ୍ରିୟା। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ହେବେ ପୁରୁଣା ପ୍ରକ୍ରିୟା। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।…

ଟିମ୍‌ ଇଣ୍ଡିଆ ଏସିଆ ବିଜୟୀ: ପ୍ରଥମ…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ଅଣ୍ଡର-୧୯ ମହିଳା କ୍ରିକେଟ ଦଳ। ଅଣ୍ଡର-୧୯ ମହିିଳା ଏସିଆ କପ୍‌ ଜିତିଲା ଭାରତ। ବାଂଲାଦେଶ ବିପକ୍ଷ ଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ଟାଇଟଲ ହାତେଇଛି ଭାରତୀୟ ମହିଳା ଦଳ। ବାଂଲାଦେଶକୁ ୪୧ ରନ୍‌ରେ ପରାସ୍ତ କରି ଅଣ୍ଡର-୧୯ ବିଶ୍ବକପ୍‌ ଜିତିଛି ଭାରତ।…