Odisha Link
Bridging the Missing Links in Odisha
Daily Archives

December 23, 2024

୨୯ରେ ଦୁଲୁକିବ ରାଜଧାନୀ, ସକାଳ ୬ଟାରୁ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଏନେଇ ବିଏମସି ସୋସିଆଲ ମିଡିଆରେ ସୂଚନା ଦେଇଛି। ଡିସେମ୍ବର ୨୨ ତାରିଖରେ ପଥ ଉତ୍ସବ ହେବାର ଥିଲା। ହେଲେ ଲଗାଣ…

ଆଉ ନାହାନ୍ତି ପ୍ରଖ୍ୟାତ ଫିଲ୍ମ ମେକର…

ଓଏଲ୍‌ ବ୍ୟୁରୋ: ପରଲୋକରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଶ୍ୟାମ ବେନେଗଲ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବେନେଗଲ ଦୀର୍ଘଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାନୁଆରୀ ମାସ ୮ ତାରିଖରେ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ…

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ:…

ଓଏଲ୍‌ ବ୍ୟୁରୋ: ଗ୍ରିଡକୋ ଏବଂ ଆଇଫରେଷ୍ଟ (iFOREST)ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା ୭.୫ ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହା ରାଜ୍ୟର…

ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ…

ଓଏଲ୍‌ ବ୍ୟୁରୋ: ବଦଳିବ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚିତ୍ର। ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର। କଟକରେ ନିର୍ମାଣ ହେଉଛି ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ। ତେବେ ଏହାକୁ ୨୦୨୫ ସୁଦ୍ଧା ନସରିଲେ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ତଥା…

ପୂର୍ତ୍ତମନ୍ତ୍ରୀଙ୍କ ବଡ଼ ଘୋଷଣା:…

ଓଏଲ୍‌ ବ୍ୟୁରୋ: ଯାତ୍ରୀଙ୍କ ସୁବିଧା ସହ ଗମନାଗମନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ତା ଜାରି କରିଛନ୍ତି। ଅପହଞ୍ଚରେ ରାସ୍ତା ସୁବିଧାଠୁ ଆରମ୍ଭ କରି ମେଟ୍ରୋ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ ଭିତରେ ଆଇନମନ୍ତ୍ରୀ ତଥା ପୂର୍ତ୍ତ ମନ୍ତ୍ରୀ ବଡ଼ ଘୋଷଣା…

ନିର୍ବାଚନରେ ଅନିୟମିତତା ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୬ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏସବୁ ଭିତରେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ…

ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଆଇଆଇଟି…

ଓଏଲ୍‌ ବ୍ୟୁରୋ: ସଡ଼କ ସୁରକ୍ଷା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଆଇଆଇଟି ମାଡ୍ରାସ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସରକାର ପ୍ରତିବଦ୍ଧ ଅଛନ୍ତି ଏବଂ ସବୁପ୍ରକାର ପ୍ରତିରୋଧ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି…

MKCG ଡାକ୍ତରଙ୍କୁ ଆକ୍ରମଣ ଘଟଣା: ୫…

ଓଏଲ୍‌ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ଏମକେସିଜି ମେଡିକାଲ କଲେଜରେ ପୂର୍ବରୁ ରାଗିଂ ଅଭିଯୋଗ ହୋଇଥିବାବେଳେ ପିଜି ହଷ୍ଟେଲ୍ ନଂ ୩ରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା…

ରାଜ୍ୟରେ ପୂରଣ ହେବ ଶିକ୍ଷକ ପଦବୀ,…

ଓଏଲ୍‌ ବ୍ୟୁରୋ: କନିଷ୍ଠ ଶିକ୍ଷକ ଆଶାୟୀଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଖାଲି ପଡିଛି ୬୩୦୦ କନିଷ୍ଠ ଶିକ୍ଷକ ପଦବୀ। ଶୀଘ୍ର ଏହି ପଦବୀ ଗୁଡିକ ପୂରକଃ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ହାଇକୋର୍ଟ…