Odisha Link
Bridging the Missing Links in Odisha
Daily Archives

December 23, 2024

ନୂଆବର୍ଷରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ…

ଓଏଲ୍‌ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ। ନୂଆବର୍ଷରେ ଘୋଷଣା ହେବ ପିସିସି ସଭାପତିଙ୍କ ନାମ। ଏନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ୬ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। କଂଗ୍ରେସ ଶିବିରରେ ଆଲୋଚନା ହେଉଛି ଯେ, ପିସିସି ସଭାପତି ଦୌଡ଼ରେ ଏବେ…

ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର: ନୂଆବର୍ଷ…

ଓଏଲ୍‌ ବ୍ୟୁରୋ: ଆଉ କିଛି ଦିନରେ ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ନୂଆବର୍ଷକୁ ଦୃଷ୍ଟିରେ ରଖ୍ ଏବେଠୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେହିକ୍ରମରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରାଣୀଉଦ୍ୟନ ଓ ଏହାର ପାର୍ଶ୍ଵରେ…

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେବାକୁ ପାଟଣାଗଡ଼ କୋର୍ଟରେ ପହଞ୍ଚିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ପ୍ରତିପକ୍ଷ ଓକିଲଙ୍କ ଆବେଦନ ଆଧାରରେ ୨ୟ ଥର କୋର୍ଟକୁ ଆସିଛନ୍ତି। ପୂର୍ବରୁ ମୃତ ଇଞ୍ଜିନିୟର ସୌମ୍ୟ ସାହୁଙ୍କ ପତ୍ନୀ…

ରୋଜଗାର ମେଳା: ୭୧ ହଜାର ନବନିଯୁକ୍ତ…

ଓଏଲ୍‌ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ…

ଭୟଙ୍କର ବିମାନ ଦୁର୍ଘଟଣା: ୧୦ ଜଣଙ୍କ…

ଓଏଲ୍‌ ବ୍ୟୁରୋ: ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ଏକ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଏକ ପରିବାରର ବୋଲି ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୭ରୁ ଅଧିକ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଜନେସମ୍ୟାନ୍‌, ତାଙ୍କ ପତ୍ନୀ, ୩ ଝିଅଙ୍କ ସମେତ ଆଉ କିଛି ପରିବାର ସଦସ୍ୟ ଥିବା…

ମାଳଦ୍ଵୀପରେ ଫସିଛନ୍ତି ଓଡ଼ିଆ ଯୁବକ,…

ଓଏଲ୍‌ ବ୍ୟୁରୋ: ପୁଣି ଶୁଭିଲା ବିଦେଶରେ ଫସିଥିବା ୪୦ ଓଡ଼ିଆ ଯୁବକଙ୍କ ଡାକ। ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ। ରୋଜଗାର ଆଶାରେ ମାଲଦ୍ବୀପ ଯାଇଛନ୍ତି ୪୦ ଯୁବକ। ଏମାନଙ୍କ ମଧ୍ୟରେ ଅଛନ୍ତି ଖଲ୍ଲିକୋଟର ୧୫ ଯୁବକ କଂପାନୀ ଠିକ୍ ଭାବେ ଦରମା ଦେଉ ନଥିବା ଅଭିଯୋଗ କରିବା ସହ ଉଦ୍ଧାର କରିବାକୁ…

ପୁଣି ଓଡ଼ିଶାରେ ବର୍ଷା ସମ୍ଭାବନା, ୭…

ଓଏଲ୍‌ ବ୍ୟୁରୋ: ଗୋଟିଏ ଦିନର ବିରତି ପରେ ପୁଣି ଓଡ଼ିଶାରେ ବର୍ଷା ସମ୍ଭାବନା। ରାଜ୍ୟରେ ଗତ କିଛିଦିନ ହେବ ବର୍ଷା ଜାରି ରହିଥିବା ବେଳେ ପାଗ ପରିବର୍ତନ ହୋଇଛି। ଡିସେମ୍ବର ୨୪ ଓ ୨୫ରେ ପୁଣି ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ। ପଶ୍ଚିମା ଝଡ ପ୍ରଭାବରେ…

ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିପାତ

ଓଏଲ୍‌ ବ୍ୟୁରୋ: ୟୁପି ଓ ପଞ୍ଜାବ ପୁଲିସର ମିଳିତ ଏନ୍‌କାଉଣ୍ଟର। ପୁଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ମୃତ। ଉତ୍ତରପ୍ରଦେଶର ପିଲିଭିତ୍‌ରେ ବଡ଼ଧରଣ ଏନ୍‌କାଉଣ୍ଟର ହୋଇଛି। ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି। ଉତ୍ତର ପ୍ରଦେଶ ପିଲ୍‌ଭିତରେ ୟୁପି ଓ ପଞ୍ଜାବ…

ନୂଆ ଢାଞ୍ଚାରେ ଯୁକ୍ତଦୁଇ ପରୀକ୍ଷା:…

ଓଏଲ୍‌ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଥିବାବେଳେ ଆଜିଠୁ +୨ ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। ଆଜିଠୁ ଇଣ୍ଟରନାଲ ଆସେସ୍‌ମେଣ୍ଟ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ। ସେହିଭଳି ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ଥିଓରି…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ। ଭୁବନେଶ୍ଵର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ…