Odisha Link
Bridging the Missing Links in Odisha
Daily Archives

December 24, 2024

ଅବିକା ୨୦୨୫ କ୍ୟାଲେଣ୍ଡର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବର ଝିଅ ଇପ୍ସିତା ନନ୍ଦ। ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା…

ଡକ୍ଟର ହରିବାବୁ କମଭମପତି ଓଡ଼ିଶାର ନୂଆ…

ଓଏଲ ବ୍ୟୁରୋ : ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଡକ୍ଟର ହରିବାବୁ କମଭମପତି। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି।ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ କମଭମ୍ପତି ରାଜ୍ୟପାଳ ନିଯୁକ୍ତ। ନିକଟରେ ରଘୁବର ଦାସ…

ଜାନୁୟାରୀ ୩ରୁ ବିଶ୍ୱପ୍ରସିଦ୍ଧ ବରଗଡ଼…

ଓଏଲ୍‌ ବ୍ୟୁରୋ: ଧନୁଯାତ୍ରା ମହକରେ ଉଲ୍ଲସିତ ହେବ ସମଗ୍ର ବରଗଡ଼ ଜିଲ୍ଲା। ଜାନୁୟାରୀ ୩ରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଓଡ଼ିଶା ବିଧାନସଭା ପରିସରରେ ବାଗ୍ମୀ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ପରିସରରେ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡ଼ିଆ ଭାଷା,…

ତେଲ ଟାଙ୍କିରେ ଠକେଇ, ସାବଧାନ କରାଇଲେ…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ…

ଆନ୍ଦୋଳନରୁ ଓହରିଲେ ଓମ୍‌ଫେଡ୍‌ ଡ୍ରାଇଭର,…

ଓଏଲ୍‌ ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ଓମ୍‌ଫେଡ୍‌ ଠିକା ଡ୍ରାଇଭର। ପୁଲିସ, ଡ୍ରାଇଭର, ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ଆଲୋଚନା ସଫଳ ହୋଇଥିବା ଜଣା ପଡିଛି। ଅଟକ ଡ୍ରାଇଭରଙ୍କୁ ପୁଲିସ ଛାଡ଼ିବା ପରେ ଧାରଣାରୁ ଓହରିଲେ ଓମ୍‌ଫେଡ୍‌ ଠିକା ଡ୍ରାଇଭର। ଧାରଣାରୁ ଓହରିବା ପରେ ନରାଜ ସ୍ଥିତ ପ୍ଲାଣ୍ଟରୁ ଗାଡ଼ି…

ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ଧାନର ମାନ କମ୍‌…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା…

‘ମାସକୁ ଶ୍ରୀମନ୍ଦିରରେ ଆବଶ୍ୟକ ୨୫…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓମଫେଡକୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା ମିଳିଛି। ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଭଳି ସତର୍କ…

ନୂଆବର୍ଷରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ…

ଓଏଲ୍‌ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ। ନୂଆବର୍ଷରେ ଘୋଷଣା ହେବ ପିସିସି ସଭାପତିଙ୍କ ନାମ। ଏନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିବା ପରେ ଆଜି ମହମ୍ମଦ ମୋକିମ୍‌ ମଧ୍ୟ ସମର୍ଥନ କରିଛନ୍ତି। ମୋକିମ୍‌ କହିଛନ୍ତି, କୋରାପୁଟରୁ ପୁରୀ ପର୍ଯ୍ୟନ୍ତ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ସେ…

ପଞ୍ଚମ ଓ ଅଷ୍ଟମରେ ଫେଲ୍‌ ନହେବା…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ 'ନୋ ଡିଟେନସନ ପଲିସି' (No Detention Policy) ଉଚ୍ଛେଦ କରାଯାଇଛି। ଏଣିକି ବାର୍ଷିକ ପରୀକ୍ଷାରେ ଫେଲ ହେଲେ ଆଉ ହେବନି କ୍ଲାସ ପଦୋନ୍ନତି। ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁଧାର ଆଣିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ…