Odisha Link
Bridging the Missing Links in Odisha
Daily Archives

December 24, 2024

ଇଡି ରେଡ୍‌ ଘଟଣା: ବଡ଼ ବୟାନ ଦେଲେ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଥିଲା। କେଉଁ ଘଟଣା ନେଇ ଇଡି ରେଡ୍‌ କରୁଛି କିଛି ସ୍ପଷ୍ଟ ହୋଇନଥିବାବେଳେ ଏନେଇ ଆଜି…

ବଙ୍ଗୋପସାଗରରେ ଲଘୁଚାପ, ରାଜ୍ୟର ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜିଠୁ ପୁଣି ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ମେଘୁଆ ପାଗ ସହ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆଗାମୀ ଦୁଇ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ରାଜ୍ୟର ୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର…

ଖୁବଶୀଘ୍ର ଚାଷୀଙ୍କୁ ମିଳିବ କ୍ଷତିପୂରଣ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ-ମୁଁ…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ…

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ…

ପୁରୀରେ ଅଘଟଣ: ପୁଣି ଜୀବନ ନେଲା ମୁକୁଳା…

ଓଏଲ୍‌ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀରେ ଘଟିଛି ଅଘଟଣ। ପୁରୀରେ ଜୀବନ ନେଲା ମୁକୁଳା ଡ୍ରେନ୍। କୁମ୍ଭାରପଡ଼ା ଥାନା ଗଜପତି ନଗରରେ ଅଘଟଣ ଘଟିଛି। ମୁକୁଳା ଡ୍ରେନ୍‌ରେ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପଡ଼ିନଥିବାରୁ…

ପାରାଦୀପରୁ ୨ ସନ୍ଦିଗ୍ଧ ପାରା ଉଦ୍ଧାର,…

ଓଏଲ୍‌ ବ୍ୟୁରୋ: ପୁଣି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ବନ୍ଦରରେ ଏକ ଜାହାଜରୁ ୨ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଙ୍କ ଗୋଡ଼ରେ ଲାଗିଥିବା ବେଲ୍ଟରେ ଲେଖା ଅଛି ବିଦେଶୀ ଭାଷା। ପାରାକୁ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର…

ନୂଆବର୍ଷରୁ ଆଉ ରହିବନି ପାର୍ଟପ୍ଲଟ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲାଗୁ ହୋଇଛି ‘ରେରା’ ଆଇନ୍ ବା ରିଏଲ ଇଷ୍ଟେଟ ରେଗୁଲେସନ ଡ଼େଭେଲପମେଣ୍ଟ ଆକ୍ଟ। ଏହି ରେରା ଆଇନ୍‌ ଲାଗୁ ହେବା ପରେ ବଢିଛି ଜମି କିଣା ବିକା ସମସ୍ୟା। ଏହି ଆଇନକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ତେବେ ଏହି ଆଇନରେ ପରିବର୍ତ୍ତନ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ…

ଅପରାହ୍ନରେ ନୟାଗଡ଼ ଯିବେ ମୁଖ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅପରାହ୍ନରେ ନୟାଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ଅପରାହ୍ନରେ ଡିଆରଡିଏ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ନୟାଗଡ଼ ଜିଲ୍ଲା ମହୋତ୍ସବରେ ଯୋଗ ଦେବେ। ନୟାଗଡ଼ରେ ବିଭିନ୍ନ…

ସନ୍ଧ୍ୟା ଥିଏଟର ମାମଲା: ଥାନାରେ ଅଲ୍ଲୁ…

ଓଏଲ୍‌ ବ୍ୟୁରୋ: ଥାନାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ହାଇଦ୍ରାବାଦର ଚିକଡ଼ପଲ୍ଲୀ ଥାନାରେ ପହଂଚିଲେ ଅଲ୍ଲୁ ଅର୍ଜୁନ। ପଚରାଉଚରା ପାଇଁ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିଲା। ପୁଷ୍ପା-୨ ଦଳାଚକଟା ମାମଲାରେ ଜେରା ପାଇଁ ସମନ ହୋଇଥିଲା। ପୂର୍ବରୁ ପୁଲିସର ଗିରଫ ପରେ ହାଇକୋର୍ଟ ଜାମିନ୍ ଦେଇଥିଲେ।…