୧୫ ମନ୍ତ୍ରୀଙ୍କୁ ମିଳିଲା ୩୦ ଜିଲ୍ଲା…
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କେବଳ ସଚିବାଳୟରେ ସରକାରଙ୍କ ନୀତି ନିର୍ଦ୍ଧାରଣ, କାର୍ଯ୍ୟକାରୀତା କଥା ବୁଝିବେ ନାହିଁ ବରଂ ଜିଲ୍ଲାର ବିକାଶ ପ୍ରତି ଉତ୍ତରଦାୟୀ ରହିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ଦାୟିତ୍ୱ…