Odisha Link
Bridging the Missing Links in Odisha
Daily Archives

December 30, 2024

ନନ୍ଦନକାନନରୁ ଆସିଲା ଦୁଃଖଦ ଖବର:…

ଓଏଲ୍‌ ବ୍ୟୁରୋ: ବର୍ଷ ଶେଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଲା ଦୁଃଖଦ ଖବର। କମିଲା ସିମ୍ପାଞ୍ଜି ସଂଖ୍ୟା। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ୩୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। ୧୯୮୮ ମସିହାରେ ସିଙ୍ଗାପୁରରେ ଜନ୍ମ ହୋଇଥିବା ସିମ୍ପାଞ୍ଜି ଜୁଲୁ ୧୯୯୪ରେ…

ଶିମିଳିପାଳରୁ ୧୩ ଶିକାରୀ ଗିରଫ, ଏଆଇ…

ଓଏଲ୍‌ ବ୍ୟୁରୋ: ଜଙ୍ଗଲର ସୁରକ୍ଷା ପାଇଁ ଏଆଇ କ୍ୟାମେରା କାର୍ଯ୍ୟ କରୁଛି। ଏହି କ୍ରମରେ ଶିମିଳିପାଳରେ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ୧୩ ଜଣଙ୍କୁ ଗିରଫ କରାଯାଇଛି। ଏଆଇ କ୍ୟାମେରାରେ ୧୩ ଶିକାରୀଙ୍କ ଚିତ୍ର କଏଦ ହେବା ପରେ ବନବିଭାଗ ଶିକାରୀଙ୍କୁ ଗିରଫ କରିଛି। ଗିରଫ ୧୩ ଶିକାରୀ କରଞ୍ଜିଆ ଥାନା ରାମଯୋଡ଼ି…

ନୂଆ ସିଆରପିଏଫ୍ ଡିଜି ଭାବେ ଆଇପିଏସ୍…

ଓଏଲ୍‌ ବ୍ୟୁରୋ: ବିତୁଲ କୁମାରଙ୍କୁ ସିଆରପିଏଫ୍ ଡିଜି ଭାବେ ନିଯୁକ୍ତି ମିଳିଛି। ୟୁପି କ୍ୟାଡର ଆଇପିଏସ୍ ବିତୁଲ କୁମାର ନୂଆ CRPF ଡିଜି ନିଯୁକ୍ତି ପ୍ରଦାନ କରାଯାଇଛି। ଆସନ୍ତାକାଲି ଅନିଶ ଦୟାଲ ସିଂ ଅବସର ନେବେ। ଅନିଶ ଦୟାଲ ସିଂଙ୍କ ଅବସର ପରେ ଆଇପିଏସ୍ ବିତୁଲ କୁମାର ନୂଆ ସିଆରପିଏଫ୍ ଡିଜି ଭାବେ…

ଚାଷୀଙ୍କ ଫସଲ ଦେଖି ଦୁଃଖ ପ୍ରକାଶ କଲେ…

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ ଅଂଟାଭିଡ଼ିଛନ୍ତି। ଏହି କ୍ରମରେ ଆଜି ଗଂଜାମ ଗସ୍ତରେ ଯାଇଛନ୍ତି ବିଜେଡି…

ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କଲେ ମୋହନ ଚରଣ ମାଝୀ। ଲୋକଙ୍କ ସମସ୍ୟା ଶୁଣିବା ସହ ତ୍ୱରିତ ସମାଧାନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଏକ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ଚର୍ଚ୍ଚାର ବିଷୟ…

ଚାଷୀଙ୍କ ପାଇଁ ଖୁସି ଖବର: ଫସଲ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ…

ଚାଷୀଙ୍କୁ ମିଳିବ ଫସଲ କ୍ଷତିର ସହାୟତା,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ…

ପରୀକ୍ଷାକୁ ନେଇ ବିହାର ରାଜନୀତିରେ ହଟଚମଟ

ଓଏଲ୍‌ ବ୍ୟୁରୋ: ଛାତ୍ରଙ୍କୁ ନେଇ ବିହାର ରାଜନୀତିରେ ହଟଚମଟ। ଧାରଣାରତ ଛାତ୍ରମାନଙ୍କ ଉପରେ ଲାଠି ଚାଳନା କରିବା ପ୍ରସଙ୍ଗରେ ଅଡ଼ୁଆରେ ବିହାର ପୁଲିସ ଓ ଜନ ସୁରଜ ପାର୍ଟିର ସୁପ୍ରିମୋ ପ୍ରଶାନ୍ତ କିଶୋର। ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ଛାତ୍ରମାନେ ଧାରଣା ଦେଇଥିଲେ। ଆନ୍ଦୋଳନରତ ଛାତ୍ରଙ୍କୁ ଭେଟିବା ପାଇଁ…

ବନ୍ଧା ହେଲେ ଠକ ଦମ୍ପତି,…

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା…

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼:…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଂଚିଛି ଇଂରାଜୀ ବର୍ଷ ୨୦୨୪ ଆଉ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଇଂରାଜୀ ନୂଆ ବର୍ଷ। ନୂଆ ବର୍ଷ ଆଗମନକୁ ସ୍ୱାଗତ କରିବା ପାଇଁ ସମସ୍ତେ ବିଭିନ୍ନ ଉପାୟରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମନ୍ଦିର, ପର୍ଯ୍ୟଟନ ସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦି ସ୍ଥଳରେ ମଧ୍ୟ…