ଫେବୃଆରୀରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ…
ଓଏଲ୍ ବ୍ୟୁରୋ: ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁୁକେଶ ମହାଲିଙ୍ଗଙ୍କ ବଡ଼ ଘୋଷଣା। ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା।ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ସାଢ଼େ ୩ କୋଟି ଜନତାଙ୍କୁ କାର୍ଡ ମିଳିବ ବୋଲି ଆଜି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ସ୍ବାସ୍ଥ୍ୟ ମନ୍ତ୍ରୀ…