Odisha Link
Bridging the Missing Links in Odisha
Yearly Archives

2024

ଦୁର୍ବଳ ହେଉଛି ଲଘୁୁଚାପ, ଆଜିଠୁ ପାଗରେ…

ଓଏଲ୍‌ ବ୍ୟୁରୋ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆଜି ଅପରାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହେବ। ଫଳରେ ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସମ୍ପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…

ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା…

ଭୁବନେଶ୍ବର: ଭୀଷଣ ବର୍ଷା ସତ୍ତ୍ବେ ଏକାଠି ହେଲେ ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକ ବିଭାଗର ପୁରାତନ ଛାତ୍ରଛାତ୍ରୀ। ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଅନୁଷ୍ଠିିତ ହୋଇଯାଇଛି ସାମ୍ବାଦିକତା ବିଭାଗର ୨ୟ ଆଲୁମିନି ବୈଠକ। ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ: ନବୀନ ଓ…

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନପ୍ରିୟ ନେତା ନବୀନ ପଟ୍ଟନାୟକ। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଦେଇଛନ୍ତି ବଡ଼ ବୟାନ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ପ୍ରସ୍ତାବ ଦେଇଛନ୍ତି, ନବୀନ ପଟ୍ଟନାୟକ ଓ ନୀତିଶ କୁମାରଙ୍କୁ ଭାରତରତ୍ନ ମିଳୁ। ଓଡ଼ିଶା ବିକାଶରେ…

ମାର୍ଚ୍ଚରେ ମିଳିବ ଦ୍ଵିତୀୟ କିସ୍ତି…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। ମାର୍ଚ୍ଚରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ। ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ମାର୍ଚ୍ଚରେ ଏକସଙ୍ଗେ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ…

କାଜାଖସ୍ତାନରେ ବିମାନ ଦୁର୍ଘଟଣା, ଯାତ୍ରା…

ଓଏଲ୍‌ ବ୍ୟୁରୋ: କାଜାଖସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ହୋଇଥିବା ଜଣା ପଡିଛି। ଅକତାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣା ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର ବୋଲି ଜଣା ପଡିଛି। ୭୦ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା। ଜରୁରୀ ଅବତରଣ ଅନୁମତି…

‘ଖୁବଶୀଘ୍ର ମିଳିବ ଚିଟ୍‌ଫଣ୍ଡ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି ଚିଟ୍‌ଫଣ୍ଡ ଟଙ୍କା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଉପଭୋକ୍ତା ଦିବସରେ ଦେଇଥିବା ବୟାନ ଚର୍ଚ୍ଚା ବଢ଼ାଇଛି। ମୁଖ୍ୟମନ୍ତ୍ରୀ ୨ ଥର ଠକେଇର ଶିକାର ହୋଇଥିବା ଖୋଦ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ଯାହାକୁ ନେଇ ବିରୋଧୀ ଓ ଶାସକଦଳ…

ରାଜନୀତିରେ ଚିଟ୍‌ଫଣ୍ଡ ତାତି, ରାଜ୍ୟ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି ଚିଟ୍‌ଫଣ୍ଡ ଟଙ୍କା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଉପଭୋକ୍ତା ଦିବସରେ ଦେଇଥିବା ବୟାନ ଚର୍ଚ୍ଚା ବଢ଼ାଇଛି। ମୁଖ୍ୟମନ୍ତ୍ରୀ ୨ ଥର ଠକେଇର ଶିକାର ହୋଇଥିବା ଖୋଦ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ଯାହାକୁ ନେଇ ବିରୋଧୀ ଓ ଶାସକଦଳ…

କାର୍ଯ୍ୟରେ ଅବହେଳା ଅଭିଯୋଗ: ଏସ୍ଆଇ…

ଓଏଲ୍‌ ବ୍ୟୁରୋ: କାର୍ଯ୍ୟରେ ଅବହେଳା କାରଣରୁ କାର୍ଯ୍ୟରତ ଏସ୍ଆଇଙ୍କୁ ନିଲମ୍ବିତ କରିଛନ୍ତି ଏସପି। ୨୨ ତାରିଖରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୁଗା ଦୋକାନରୁ ଚୋରି ସନ୍ଦେହରେ ୪ ଜଣଙ୍କୁ ପିଟିଥିଲେ ଦୋକାନୀ। ୩ ଜଣ ଗୁରୁତର ହୋଇଥିଲେ, ଘଟଣା ସ୍ଥଳରେ…

ପରଲୋକରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର…

ଓଏଲ୍‌ ବ୍ୟୁରୋ: କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବା ସୂଚନା ଦେଲେ ବିଶ୍ବବିଦ୍ୟାଳୟ ଇନ୍‌ଚାର୍ଜ ଭିସି ନିବେଦିତା ନାଥ। ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ସଞ୍ଜୟ ଶତପଥୀ। ସଞ୍ଜୟ ଶତପଥୀ ଦୀର୍ଘଦିନ ହେବ…

ଓଡ଼ିଶାର ନୂଆ ରାଜ୍ୟପାଳଙ୍କୁ ଶୁଭେଚ୍ଛାର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ହରିବାବୁ କମଭମପତି। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି। ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ କମଭମପତି ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ନିକଟରେ ରଘୁବର ଦାସ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ…