Odisha Link
Bridging the Missing Links in Odisha
Yearly Archives

2024

ଜଗା ଦର୍ଶନ କଲେ ରଘୁବର ଦାସ, ପଦରୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଆଜି ମହାପ୍ରଭୁଙ୍କ ଦର୍ଶନ କଲେ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରଘୁବର ଦାସ କହିଛନ୍ତି, ମହାପ୍ରଭୁଙ୍କ ରାଜ୍ୟକୁ ସେବା କରିବାର ସୁଯୋଗ ମିଳିଲା। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଖୁବ୍‌ ଭଲ ଅନୁଭବ ରହିଛି। ରାଜ୍ୟ ବିକଶିତ ଓଡ଼ିଶା…

ବିତିଲାଣି ୪୮ ଘଣ୍ଟା, ୧୫୦ ଫୁଟ୍ ତଳେ…

ଓଏଲ୍‌ ବ୍ୟୁରୋ: ୧୦ ଦିନର ବ୍ୟବଧାନ ପରେ ପୁଣି ରାଜସ୍ଥାନରେ ବୋରୱେଲ୍‌ ଟ୍ରାଜେଡି ଦେଖିବାକୁ ମିଳିଛି। ବୋରୱେଲ୍‌ରେ ଫସିଛି ୩ ବର୍ଷର କୁନି ଝିଅ ଚେତନା। କୋଟପୁତଳୀ କିତରପୁରାରେ ସୋମବାର ଦିନ ଘର ବାହାରେ ଖେଳିବା ସମୟରେ ୩ ବର୍ଷର କୁନି ଝିଅ ଚେତନା ୧୫୦ ଫୁଟ୍ ବୋରୱେଲ୍‌କୁ ଖସି ପଡ଼ିଲା। ୩ ବର୍ଷର କୁନି…

ଆଜି ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ…

ଓଏଲ୍‌ ବ୍ୟୁରୋ: ଆଜି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଦିନ। ୧୯୨୪ ମସିହା ଆଜିର ଦିନରେ ଏହି ମହାନ ରାଜନେତା ଗ୍ୱାଲିୟର୍‌ରେ ଜନ୍ମ ଗ୍ରହଣ କରିଥିଲେ। ଅଟଳ ବିହାରୀ ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତୀୟ ରାଜନନୀତିରେ ବାଜପେୟୀଙ୍କର…

ଆଜିଠୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି। ଏସବୁ ଭିତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ ସୂଚନା ଜାରି ହୋଇଛି। ଇଂରାଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ଼ ଅନୁମାନ କରାଯାଉଛି। ତେଣୁ ଠିକଣା…

ଅବିକା ୨୦୨୫ କ୍ୟାଲେଣ୍ଡର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୫ରେ ‘ଫେସ୍ ଅଫ୍ ଦ ଇୟର-୨୦୨୫’ ଭାବେ ମନୋନୀତ ହୋଇଛନ୍ତି ବାଲେଶ୍ବର ଝିଅ ଇପ୍ସିତା ନନ୍ଦ। ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା…

ଡକ୍ଟର ହରିବାବୁ କମଭମପତି ଓଡ଼ିଶାର ନୂଆ…

ଓଏଲ ବ୍ୟୁରୋ : ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଡକ୍ଟର ହରିବାବୁ କମଭମପତି। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି।ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ କମଭମ୍ପତି ରାଜ୍ୟପାଳ ନିଯୁକ୍ତ। ନିକଟରେ ରଘୁବର ଦାସ…

ଜାନୁୟାରୀ ୩ରୁ ବିଶ୍ୱପ୍ରସିଦ୍ଧ ବରଗଡ଼…

ଓଏଲ୍‌ ବ୍ୟୁରୋ: ଧନୁଯାତ୍ରା ମହକରେ ଉଲ୍ଲସିତ ହେବ ସମଗ୍ର ବରଗଡ଼ ଜିଲ୍ଲା। ଜାନୁୟାରୀ ୩ରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଓଡ଼ିଶା ବିଧାନସଭା ପରିସରରେ ବାଗ୍ମୀ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ପରିସରରେ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡ଼ିଆ ଭାଷା,…

ତେଲ ଟାଙ୍କିରେ ଠକେଇ, ସାବଧାନ କରାଇଲେ…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ…

ଆନ୍ଦୋଳନରୁ ଓହରିଲେ ଓମ୍‌ଫେଡ୍‌ ଡ୍ରାଇଭର,…

ଓଏଲ୍‌ ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ଓମ୍‌ଫେଡ୍‌ ଠିକା ଡ୍ରାଇଭର। ପୁଲିସ, ଡ୍ରାଇଭର, ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ଆଲୋଚନା ସଫଳ ହୋଇଥିବା ଜଣା ପଡିଛି। ଅଟକ ଡ୍ରାଇଭରଙ୍କୁ ପୁଲିସ ଛାଡ଼ିବା ପରେ ଧାରଣାରୁ ଓହରିଲେ ଓମ୍‌ଫେଡ୍‌ ଠିକା ଡ୍ରାଇଭର। ଧାରଣାରୁ ଓହରିବା ପରେ ନରାଜ ସ୍ଥିତ ପ୍ଲାଣ୍ଟରୁ ଗାଡ଼ି…