Odisha Link
Bridging the Missing Links in Odisha
Yearly Archives

2024

ଅଣଚାଷୀଙ୍କୁ ଚେତାବନୀ ଦେଲେ ଯୋଗାଣ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଥିବା ଅଣଚାଷୀଙ୍କୁ ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ। ରାଜ୍ୟରେ ଅନେକ ନକଲି ଚାଷୀ ଅଛନ୍ତି। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ। ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ହେବ ତାଲିକା। ରାସନ କାର୍ଡ଼ରେ ଏବେ…

ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର,…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୨୮ ତାରିଖ ନୁହେଁ ବରଂ ଆଉ ୧୫ ଦିନ ମଣ୍ଡି ଖୋଲା ରହିବ। ଆଉ ୧୫ ଦିନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏନେଇ ଚାଷୀ ମାନେ ବିବ୍ରତ ନହେବାକୁ ମନ୍ତ୍ରୀ ଅପିଲ କରିଛନ୍ତି। କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ…

୧୫ ମନ୍ତ୍ରୀଙ୍କୁ ମିଳିଲା ୩୦ ଜିଲ୍ଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କେବଳ ସଚିବାଳୟରେ ସରକାରଙ୍କ ନୀତି ନିର୍ଦ୍ଧାରଣ, କାର୍ଯ୍ୟକାରୀତା କଥା ବୁଝିବେ ନାହିଁ ବରଂ ଜିଲ୍ଲାର ବିକାଶ ପ୍ରତି ଉତ୍ତରଦାୟୀ ରହିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ଦାୟିତ୍ୱ…

ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୮ ଡିସେମ୍ବରରେ ଶାହ ଓଡ଼ିଶା ଗସ୍ତରେ ଆସିବାର ଥିଲା। ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ। ହେଲେ ବର୍ତ୍ତମାନ ଅମିତ ଶାହଙ୍କ…

ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେଲେ…

ଓଏଲ୍‌ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ। ହସୁଥିବା ମଣିଷ ହଠାତ ଏମିତି ଟଳିପଡ଼େ, ଆଉ କେବେ ଉଠେନି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଭିଡିଓ ରୂପରେ ଘୁରି ବୁଲୁଛି। ଯାହାକୁ ଦେଖିବା ମାତ୍ରେ କେହିବି ଦୁଃଖ ପ୍ରକାଶ କରିବ। ରାଜସ୍ଥାନ କୋଟାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ବିଦାୟୀ…

ଧବଳେଶ୍ୱରରେ ସରକାରୀ ଜମି ବିକ୍ରିର ହେବ…

ଓଏଲ୍‌ ବ୍ୟୁରୋ: କଟକ ଧବଳେଶ୍ୱରରେ ସରକାରୀ ଜମି ବିକ୍ରି ହୋଇଛି। କିଛି ବ୍ୟକ୍ତିଙ୍କ ନାଁରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। କଟକ ଧବଳେଶ୍ୱରରେ ସରକାରୀ ଜମି ବିକ୍ରିର ଯାଞ୍ଚ ହେବ। ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଯଦି ଗଫଲତି ବାହାରେ କାର୍ଯ୍ୟାନୁଷ୍ଠାନ…

ମନମୋହନ ସିଂହଙ୍କ ଦେହାନ୍ତ,…

ଓଏଲ୍‌ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦେଶ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ଦେଶ ପ୍ରତି ସମର୍ପିତ ଉଦାର ରାଜନେତାଙ୍କୁ ହରାଇଛି। ଗତକାଲି ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଜି…

ଚାଷଜମିର କ୍ଷୟକ୍ଷତି ଠିକ୍ ଭାବେ ଆକଳନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଦୁଇ ଦୁଇ ଥର ଲଘୁଚାପ ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହୋଇଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ…

ମନମୋହନ ସିଂହଙ୍କ ଦେହାନ୍ତ, ଶେଷ ଦର୍ଶନ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦେଶ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ଦେଶ ପ୍ରତି ସମର୍ପିତ ଉଦାର ରାଜନେତାଙ୍କୁ ହରାଇଛି। ଗତକାଲି ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଜି…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ବଢ଼ିଲା ମନୋଜ…

ଓଏଲ୍‌ ବ୍ୟୁରୋ: କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ? ନା ବଢ଼ିବ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ। ଏସବୁ ଚର୍ଚ୍ଚାରେ ଏବେ ବିରାମ ଲାଗିଛି। କାରଣ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୂଚନା ଥାଉକି,…