ବିବାଦରେ ସୋନିଆ ଗାନ୍ଧିଙ୍କ ବୟାନ,…
ଓଏଲ୍ ବ୍ୟୁରୋ: ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦର ମିଳିତ ଅଧିବେଶନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏହା ସହ ପ୍ରୟାଗରାଜରେ ଘଟିଥିବା କୁମ୍ଭମେଳା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି…