Odisha Link
Bridging the Missing Links in Odisha
Daily Archives

January 2, 2025

ସିଡନୀ ଟେଷ୍ଟରୁ ରୋହିତ ଆଉଟ୍‌ !

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍। ସିଡନୀ ଗ୍ରାଉଣ୍ଡରେ ଭାରତ ଖେଳିବ କର ବା ମର ମ୍ୟାଚ୍। ତେବେ ସିଡନୀ ମ୍ୟାଚ ଅଧିନାୟକ ରୋହିତ ଶର୍ମା ଖେଳିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କାରଣ ବକ୍ସିଂ ଡେ' ଟେଷ୍ଟ ହାରିବା ପରେ…

‘ଜମ୍ମୁ-କାଶ୍ମୀର ଆଣ୍ଡ ଲଦାଖ୍:…

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀର ଜନପଥ ସ୍ଥିତ ଡା.ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ରରେ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଉପରେ ଆଧାରିତ ପୁସ୍ତକ ଜମ୍ମୁ-କାଶ୍ମୀର ଆଣ୍ଡ ଲଦାଖ୍: ଥ୍ରୋ ଦି ଏଜେସ୍ ଉନ୍ମୋଚିତ ହୋଇଛି। ଜମ୍ମୁ-କାଶ୍ମୀର, ଲଦାଖ ଉପରେ ବିସ୍ତୃତ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ…

୨୭ତମ ରାଜ୍ୟପାଳଙ୍କୁ ଭୁବନେଶ୍ଵରରେ ଭବ୍ୟ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହ। ୨୭ତମ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମପତି। ଏହି କ୍ରମରେ ଆଜି ଓଡ଼ିଶା ଆସିଛନ୍ତି ନୂତନ ହରିବାବୁ କମ୍ଭମପତି ରାଜ୍ୟପାଳ କୁମ୍ଭମପତି। ରାଜ୍ୟପାଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।…

ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପାଇଁ କର୍ତ୍ତବ୍ୟ ପଥରେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁ ରାଜ୍ୟ ନିଜର ପ୍ରଜ୍ଞାପନ ମେଢ଼କୁ ସାମିଲ କରିବା ଅପାଇଁ ଆଗେଇ ଆସିଥିବାବେଳେ ଓଡ଼ିଶା ଏଥିରୁ ବାଦ ପଡିଛି। ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ୫ଟି ପର୍ଯ୍ୟାୟ ଅତିକ୍ରମ କଲାପରେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ ଅଂଟାଭିଡ଼ିଛନ୍ତି। ଏହି କ୍ରମରେ ବିଭିନ୍ନ ଜିଲ୍ଲା ଗସ୍ତରେ କରିଛନ୍ତି ବିଜେଡି…

ଓଏଏସ୍‌ ସ୍ତରରେ ଅଦଳବଦଳ

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ପରେ ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଓଏଏସ୍‌ ଦେବାଶିଷ ସିଂ, ଓଏଏସ୍‌ ଅନୁଜ କୁମାର ଦାସ ପଟ୍ଟନାୟକ, ଓଏଏସ୍‌ ଗୌତମ ଚୌଧୁରୀଙ୍କୁ ବଦଳି କରାଯାଇଛି।

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା: ୩୨…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ୨୦୨୪ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ମେଜର…

୪ ଖେଳାଳିଙ୍କୁ ମିଳିିବ ଖେଳରତ୍ନ…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଖେଳରତ୍ନ ପୁରସ୍କାର…

ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲିଲା…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ସୌନ୍ଦର୍ୟକରଣ କାର୍ଯ୍ୟ ଜାରି ରହିଥିବାବେଳେ ଡବଲ…

ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି…

ଓଏଲ୍‌ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା। ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା। ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀ…