Odisha Link
Bridging the Missing Links in Odisha
Daily Archives

January 3, 2025

ହକି ପରେ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ…

ଓଏଲ୍‌ ବ୍ୟୁରୋ: ଜାତୀୟ କ୍ରୀଡ଼ା ଜଗତରେ ନୂଆ କିର୍ତ୍ତୀମାନ ସ୍ଥାପନ କଲେ ଓଡ଼ିଶା ସରକାର। ପ୍ରଥମ ରାଜ୍ୟ ଭାବେ ୨ଟି ଜାତୀୟ ଦଳର ପ୍ରାୟୋଜକ ହେବ ଓଡ଼ିଶା। ପୂର୍ବରୁ ଜାତୀୟ ହକି ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏବେ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ହେବାକୁ ଯାଉଛନ୍ତି। ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଦଳର…

ବର୍ଷର ପ୍ରଥମ କ୍ୟାବିନେଟରେ ୯ଟି…

ଓଏଲ୍‌ ବ୍ୟୁରୋ: ୨୦୨୫ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବରେ ବାଜିଲା ମୋହର। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ ମିଳିଛି। ସୁଭଦ୍ରା ଯୋଜନା, ସୋଲାର ସବସିଡି, ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ଭଳି…

୮ରୁ ପ୍ରବାସୀ ଭାରତୀୟ ଦିବସ, ମୁତୟନ ହେବେ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବାବେଳେ ଡବଲ…

ସନ୍ଧ୍ୟା ଥିଏଟର୍ ମାମଲା: ଅଲ୍ଲୁ…

ଓଏଲ୍‌ ବ୍ୟୁରୋ: ପୁଷ୍ପାରାଜଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ରିଳିଜ଼ ସମୟର ଦଳାଚକଟା ମାମଲାରେ ଅଲ୍ଲୁଙ୍କୁ ନିୟମିତ ଜାମିନ୍ ଦେଲେ ହାଇଦ୍ରାବାଦ କୋର୍ଟ। ପୂର୍ବରୁ ପୁଲିସର ଗିରଫ ପରେ ହାଇକୋର୍ଟ ଜାମିନ୍ ଦେଇଥିଲେ। ଡିସେମ୍ବର ୧୩ରେ ଗିରଫ ହେବା ପରେ ୧୪ତାରିଖ ସକାଳୁ ଜାମିନ୍‌…

କାରକେଡ୍ ଛାଡି କାର୍‌ରେ ଗଲେ…

ଓଏଲ୍‌ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଅନୁଷ୍ଠିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି…

ନୂଆବର୍ଷରେ ନୂଆଦିଲ୍ଲୀକୁ ବଡ଼ ଭେଟି:…

ଓଏଲ୍‌ ବ୍ୟୁୁୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଜେ.ଜେ. କ୍ଲଷ୍ଟର୍‍ ବାସିନ୍ଦାଙ୍କ ପାଇଁ ପ୍ରାୟ ୧୭ ହଜାର ନବନିର୍ମିତ ବାସଗୃହକୁ ଉଦ୍‍ଘାଟନ କରିବା ସହିତ ଅଶୋକ ବିହାର ଅଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଚାବି…

ଆଜିଠୁ ବରଗଡ଼ ଧନୁଯାତ୍ରା, ଶୁଭେଚ୍ଛା…

ଓଏଲ୍‌ ବ୍ୟୁୁୁରୋ: ଆଜିଠୁ ୧୧ ଦିନ ପାଇଁ ସମସ୍ତେ ଫେରିଯିବେ ଦ୍ବାପର ଯୁଗକୁ। କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ଆଜିଠୁ ଚାଲିବ କଂସରାଜ। ବରଗଡ଼ ସହର ପାଲଟିବ ମଥୁରାନଗରୀ। ଆଉ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ହେବ ମଥୁରାନଗରୀ। ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ…

‘ଦୁବାଇ ଯିବ ଓଡ଼ିଶା ଚାଉଳ,…

ଓଏଲ୍‌ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଅନୁଷ୍ଠିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି…

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ହୋଇଥିବା ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। କୃଷି ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଭାବେ ତାଲିକାଭୁକ୍ତ ନଥିଲା। ଆଜି ସରକାର…

ଓଡ଼ିଶାର ୨୭ତମ ରାଜ୍ୟପାଳଙ୍କୁ ଶୁଭେଚ୍ଛା…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପାଟି। ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି। ଗତ ଡିସେମ୍ବର ୨୪ ତାରିଖରେ ହରିବାବୁ କମ୍ଭମପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଥିବା ମହାମହିମ…