Odisha Link
Bridging the Missing Links in Odisha
Daily Archives

January 3, 2025

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚାଷୀଙ୍କୁ…

ଓଏଲ୍‌ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଅନୁଷ୍ଠିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି…

୫ରେ ପଥ ଉତ୍ସବ, ସକାଳ ୬ଟାରୁ ଦୁଲୁକିବ…

ଓଏଲ୍‌ ବ୍ୟୁରୋ: ୫ ତାରିଖ ରବିବାର ଦିନ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି। ଏନେଇ ବିଏମସି ସୋସିଆଲ ମିଡିଆରେ ସୂଚନା ଦେଇଛି। ଡିସେମ୍ବର ୨୨ ତାରିଖରେ ପଥ ଉତ୍ସବ ହେବାର ଥିଲା। ହେଲେ ଲଗାଣ…

୩ଦିନିଆ କୃଷି ଓଡ଼ିଶା ସମାରୋହ ଉଦଘାଟିତ,…

ଓଏଲ୍‌ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଆୟୋଜିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି…

ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ବୈଠକ,…

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, କୃଷି, ସମବାୟ ଓ ଶକ୍ତି ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବ ଉପରେ ମୋହର…

ଏଥର ବି ଦିନଟିଏ ଖେଳି ପାରିଲାନି ଭାରତ,…

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତୀୟ ଦଳ ସମସ୍ତ ଓ୍ବିକେଟ ହରାଇ ପ୍ରଥମ ଦିନ ଖେଳରେ ମାତ୍ର ୧୮୫ ରନ୍‌ କରିବାରେ ସଫଳ ହୋଇଛି। ଭାରତୀୟ ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ୍‌…

ହଜାରେ ଟଙ୍କାରେ ପୂରୁନି ପରିବା ବ୍ୟାଗ୍,…

ଓଏଲ୍‌ ବ୍ୟୁରୋ: ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ। ରାଜ୍ୟରେ ଦରଦାମର ପ୍ରଭାବ ବଢିବାରେ ଲାଗିଛି। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରବୃଦ୍ଧି ଯୋଗୁ ଦୁର୍ବିସହ ପରିସ୍ଥିତି ଦେଖିବାକୁ ମିଳିଥିବା ବିଜୁ ଜନତା ଦଳ ଅଭିଯୋଗ ଆଣିଛି। ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି, ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି…

ଆକାଶଛୁଆଁ ସୁନା ଦର, ମଣପୁରମରୁ ସୁନା…

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା…

କରୋନା ପରେ ଆଉ ଏକ ଭାଇରସ୍ ଚିନ୍ତା,…

ଓଏଲ୍‌ ବ୍ୟୁରୋ: କରୋନା ମହାମାରୀର ୫ ବର୍ଷ ନପୂରୁଣୁ ଆଉ ଏକ ଭୂତାଣୁ ସଂକ୍ରମଣ ଖବର ଚିନ୍ତାର ବିଷୟ ପାଲଟିଛି। ଯେଉଁଥିରେ ଅଧିକ ସଂକ୍ରମିତ ହେଉଛନ୍ତି ୧୪ ବର୍ଷରୁ କମ୍‌ ବୟସର ଶିଶୁ। ଜାତୀୟ ଗଣମାଧ୍ୟମ ଖବର ଅନୁସାରେ, ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ। HMPV ଭାଇରସର ଲକ୍ଷଣ ଥଣ୍ଡା, ଜ୍ବର ଓ…

ଆଜିଠୁ ଭୁବନେଶ୍ୱରରୁ ୫ ସହରକୁ ସିଧାସଳଖ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିମାନ ସେବା କ୍ଷେତ୍ରରେ ଯୋଡ଼ି ହେବ ନୂୂଆ ଅଧ୍ୟାୟ। ଭୁବନେଶ୍ୱରରୁ ୫ ସହରକୁ ଉଡ଼ିବ ସିଧାସଳଖ ବିମାନ। ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦେଶର ଆଉ ୫ ସହରକୁ ସିଧାସଳଖ ବିମାନ ସେବା…

ଆଜିଠୁ ପୁଣି ମରାମତି ହେବ ରତ୍ନଭଣ୍ଡାର,…

ଓଏଲ୍‌ ବ୍ୟୁରୋ: ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ମାର୍ଗଦର୍ଶିକା ଆଧାରରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ମରାମତି ହେବ। ଅପରାହ୍ନ ୧୨ଟା ୩୦ରୁ ସନ୍ଧ୍ୟା ପ୍ରାୟ ୬ଟା ଯାଏଁ ମରାମତି କାମ କରାଯିବ। ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ…