Odisha Link
Bridging the Missing Links in Odisha
Daily Archives

January 3, 2025

ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ…

ଓଏଲ୍‌ ବ୍ୟୁରୋ: ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହ। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପତି। ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି। ଗତ ଡିସେମ୍ବର ୨୪ ତାରିଖରେ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଗତକାଲି ଭୁବନେଶ୍ବରରେ…

ଆଜିିଠୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା, ୧୧…

ଓଏଲ୍‌ ବ୍ୟୁୁୁରୋ: ଆଜିଠୁ ୧୧ ଦିନ ପାଇଁ ସମସ୍ତେ ଫେରିଯିବେ ଦ୍ବାପର ଯୁଗକୁ। କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ଆଜିଠୁ ଚାଲିବ କଂସରାଜ। ବରଗଡ଼ ସହର ପାଲଟିବ ମଥୁରାନଗରୀ। ଆଉ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ହେବ ମଥୁରାନଗରୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।…

ଭାରତର ପ୍ରଥମ ଓ ବିଶ୍ବର ୬ଷ୍ଠ ଅଧିନାୟକ…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପରେ କଡ଼ ଲେଉଟାଇଲା ଟିମ୍‌ ଇଣ୍ଡିଆର କଳା ଇତିହାସ। ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଲେ ଖୋଦ ଅଧିନାୟକ। ଚଳିତ ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟର ଭାରତୀୟ ଚୂଡ଼ାନ୍ତ ଏକାଦଶରେ କ୍ୟାପଟେନ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିନାହିଁ। ଯାହାକି…

୨୦ ବର୍ଷ ପରେ କଡ଼ ଲେଉଟାଇଲା ଭାରତୀୟ…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପରେ କଡ଼ ଲେଉଟାଇଲା ଟିମ୍‌ ଇଣ୍ଡିଆର କଳା ଇତିହାସ। ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଲେ ଖୋଦ ଅଧିନାୟକ। ଚଳିତ ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟର ଭାରତୀୟ ଚୂଡ଼ାନ୍ତ ଏକାଦଶରେ କ୍ୟାପଟେନ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିନାହିଁ। ଯାହାକି…

ବିଜିଟି ବଞ୍ଚାଇବା ପାଇଁ ଶେଷ ସୁଯୋଗ,…

ଓଏଲ୍‌ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ୍‌ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଉଛି। ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଜାରି ରଖିଛଇ। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ଯଶପ୍ରୀତ ବୁମରା।…