ବିଜାପୁରରେ ବିସ୍ଫୋରଣ: ୮ ଯବାନ ସହିଦ By Sephali Priyadarshini On Jan 6, 2025 ଓଏଲ୍ ବ୍ୟୁରୋ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ ହୋଇଛି। ଆଇଡି ବିସ୍ଫୋରଣରେ ବଡ ଧରଣର ଅଘଟଣ ଘଟିଛି। ମାଓ ଆକ୍ରମଣରେ ୮ ଯବାନ ଓ ଜଣେ ଗାଡି ଚାଳକ ସହିଦ ହୋଇଥିବା ସୂଚନା ରହିଛି। Share