Odisha Link
Bridging the Missing Links in Odisha
Daily Archives

January 6, 2025

ପ୍ରାକ୍ ବଜେଟ୍ ବୈଠକ: କେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ପହିଲାରେ ୮ମ ଥର ପାଇଁ ୨୦୨୫-୨୬ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୫-୨୬ କେନ୍ଦ୍ରୀୟ ବଜେଟ ପ୍ରସ୍ତୁତି…

ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ପକ୍ଷୀ…

ଓଏଲ୍‌ ବ୍ୟୁରୋ: ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବରେ ପକ୍ଷୀ ନୀରିକ୍ଷଣ ଏବଂ ଭ୍ରମଣ, ବିଶେଷଜ୍ଞ ଆଲୋଚନା ଏବଂ କର୍ମଶାଳା, ସଂରକ୍ଷଣ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ରହିଛି। ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପୂର୍ବରୁ ପକ୍ଷୀ ସଂଗ୍ରହାଳୟ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ରାୟଗଡ଼ା ରେଳମଣ୍ଡଳ ଭବନର ଶିଳାନ୍ୟାସ କଲେ…

ଓଏଲ୍‌ ବ୍ୟୁରୋ: ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ। ଆଜି ବିଭିନ୍ନ ରେଳପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ…

ଏମଏମ ସରକାର ମହଙ୍ଗା ମାଡ଼ ସରକାର: ନବୀନ…

ଓଏଲ୍‌ ବ୍ୟୁରୋ: ଦରବୃଦ୍ଧି ବିରୋଧରେ ବିଜୁ ଜନତା ଦଳର ଗଣବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିରୋଧୀ ଦଳ ଭାବେ ପ୍ରଥମ ଥର ପାଇଁ ଗଣବିକ୍ଷୋଭ କରିଛି ବିଜେଡି। ଯାହାର ମଙ୍ଗ ଧରିଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହିତ ମୋହନ ସରକାରଙ୍କୁ ଟାର୍ଗେଟ…

ରାଜରାସ୍ତାରେ ବିଜେଡିର ରଣହୁଙ୍କାର,…

ଓଏଲ୍‌ ବ୍ୟୁରୋ: ବିଜେଡିର ରଣହୁଙ୍କାର। ରାଜଧାନୀରେ ଗର୍ଜନ କରୁଛି ବିଜୁ ଜନତା ଦଳ। ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ବିଜେଡି। ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ଗଣ ବିକ୍ଷୋଭ କରୁଛି। ଭୁବନେଶ୍ବର ଲୋୟର…

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ, ଶିକ୍ଷକଙ୍କ…

ଓଏଲ୍‌ ବ୍ୟୁରୋ: ସରକାର ବିଦ୍ୟାଳୟଗୁଡ଼ିକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଅର୍ଥାତ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମାଡ଼ ମାରି ପାରିବେ ନାହିଁ। ହେଲେ ହିନ୍ଦୀ ଶିକ୍ଷକଙ୍କ ମାଡ଼ରେ ନବମ ଶ୍ରେଣୀ ଛାତ୍ର ଆହତ ଭଳି ଏକ ସମ୍ବେଦନଶୀଳ ଘଟଣା ବଣାଇ ରାଜାଧରଣୀଧର ସ୍କୁଲ…

ଓଡ଼ିଶା ଫୁଟବଲ୍‌ ଜଗତରେ ଚର୍ଚ୍ଚା ବଢ଼ାଇଲା…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରୀଡ଼ା ଜଗତକୁ ବୁଷ୍ଟର ଡୋଜ ଦେଉଛନ୍ତି ଓଡ଼ିଶା ସରକାର। ପ୍ରଥମେ ହକି ଆଉ ଏବେ ଦୁଇ ଦିନ ତଳେ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ହୋଇ କ୍ରୀଡ଼ା ଜଗତରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଓଡ଼ିଶା ସରକାର। ଏସବୁ ମଧ୍ୟରେ ଆଉ ଏକ ଖବର ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନକୁ ନେଇ ପ୍ରଶ୍ନ…

ଭାରତରେ HMPV ଆକ୍ରାନ୍ତ ଚିହ୍ନଟ, ଜରୁରୀ…

ଓଏଲ୍‌ ବ୍ୟୁରୋ: କରୋନା ମହାମାରୀର ୫ ବର୍ଷ ନପୂରୁଣୁ ଆଉ ଏକ ଭୂତାଣୁ ସଂକ୍ରମଣ ଖବର ଚିନ୍ତାର ବିଷୟ ପାଲଟିଛି। ଯେଉଁଥିରେ ଅଧିକ ସଂକ୍ରମିତ ହେଉଛନ୍ତି ୧୪ ବର୍ଷରୁ କମ୍‌ ବୟସର ଶିଶୁ। ଜାତୀୟ ଗଣମାଧ୍ୟମ ଖବର ଅନୁସାରେ, ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ। HMPV ଭାଇରସର ଲକ୍ଷଣ ଥଣ୍ଡା, ଜ୍ବର ଓ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ,…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମ ଦିନ। ଏହି ଅବସରରେ ବିଭିନ୍ନ ମହଲରୁ ସୁଅ ଛୁଟିଥିବାବେଳେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମ୍ପପତି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଲୋକଙ୍କ ସେବାରେ ନିରନ୍ତର ସଫଳତା…

ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ…

ଓଏଲ୍‌ ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର…