Odisha Link
Bridging the Missing Links in Odisha
Daily Archives

January 7, 2025

ଘୋଷଣା ହେଲା ତାରିଖ, ଫେବୃଆରୀ ୫ରେ…

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ସବୁ ଥର…

ଆଶାରାମ ବାପୁଙ୍କୁ ଜାମିନ୍

ଓଏଲ୍‌ ବ୍ୟୁରୋ: ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ମିଳିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ସଜା କାଟୁଛନ୍ତି ଆତ୍ମଘୋଷିତ…

ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟ…

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ରାଜଧାନୀ। ରାତି ପାହିଲେ ଭୁବନେଶ୍ବର ଜନତା ମଇଦାନରେ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ମେଗା ଇଭେଣ୍ଟ। ଏହି ସମ୍ମିଳନୀ ମାଧ୍ୟମରେ ବିଶ୍ବସ୍ତରରେ ଓଡ଼ିଶାର ପ୍ରଚାର ପ୍ରସାର ହେବ। ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି।…

ମହାପ୍ରଭୁଙ୍କ ଦର୍ଶନ କଲେ ଏସ୍‌. ଜୟଶଙ୍କର

ଓଏଲ୍‌ ବ୍ୟୁରୋ: ୫ ଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଓଡ଼ିଶା ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପରେ ପୁରୀ ଗସ୍ତ କରି ଏସ୍‌. ଜୟଶଙ୍କର ଶ୍ରୀଜିଉଙ୍କୁ ଦର୍ଶନ…

ଦାମୀ ଚଷମାରେ ଉଠାଉଥିଲେ ରାମଙ୍କ…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଦିବ୍ୟ ମନ୍ଦିରରେ ବିରାଜିଛନ୍ତି ରାମଲାଲା। ୨୦୨୪ ଜାନୁଆରୀରୁ ଅଯୋଧ୍ୟା ରାମ ମନ୍ଦିରକୁ ଭକ୍ତ ସମାଗମ ଦେଖିବାକୁ ମିଳୁଛି। କାହିଁ କେତେ ଦୂରରୁ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ତେବେ ଭିଡ଼…

‘ରାଜ୍ୟରେ ଏଯାଏ ନାହିଁ HMPV ଭୟ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ,…

କାହାର ହେବ ଦିଲ୍ଲୀ ଦରବାର? ଆଜି ଘୋଷଣା…

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ ଅଧିକାରୀ। କେବେ ପଡ଼ିବ ଭୋଟ୍‌, ଆଉ କେବେ ବାହାରିବ ରେଜଲ୍ଟ ସେ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଅପରାହ୍ଣ ୨ଟାରେ ନିର୍ବାଚନ…

ବିଜାପୁରରେ ବିସ୍ଫୋରଣ: ସହିଦ ଯବାନଙ୍କୁ…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ ହୋଇଥିଲା। ଆଇଡି ବିସ୍ଫୋରଣରେ ବଡ ଧରଣର ଅଘଟଣ ଘଟିଥିଲା। ମାଓ ଆକ୍ରମଣରେ ୮ ଯବାନ ଓ ଜଣେ ଗାଡି ଚାଳକ ସହିଦ ହୋଇଛନ୍ତି। ସହିଦ୍ ୮ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସୂଚନା…

ସଜେଇ ହୋଇଛି ଏକାମ୍ର କାନନ, ରାଜ୍ୟସ୍ତରୀୟ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ। ଗୋଟିଏ ସ୍ଥାନରେ ରଙ୍ଗ ବେରଙ୍ଗ ଫୁଲର ସମ୍ଭାର। ଭୁବନେଶ୍ବର ଏକାମ୍ର କାନନଠାରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ପୁଷ୍ପ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ପ୍ରକାର ଫୁଲରେ ସଜେଇ…

ଭାରତରେ HMPV ଭୟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ,…