ପରଲୋକରେ ପୂର୍ବତନ ବିଧାୟକ

ଓଏଲ୍ ବ୍ୟୁରୋ: ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ। ଚିକିତ୍ସିତ ଅବସ୍ଥାରେ କୋଟପାଡ଼ ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ ଘଟିଛି। ଛତିଶଗଡ଼ ଜଗଦଲପୁର ମେଡିକାଲରେ ଚିକିତ୍ସାଧୀନ ବେଳେ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସଦନ ନାୟକ। ୧୯୯୦ରେ କୋଟପାଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।