Odisha Link
Bridging the Missing Links in Odisha
Daily Archives

January 9, 2025

ଓଡ଼ିଶାରେ ମହାମହିମ, ସ୍ବାଗତ କଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପହଁଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୩ ଦିନିଆ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ଆସନ୍ତାକାଲି ସମାପନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ବିମାନବନ୍ଦରରୁ ସୁରକ୍ଷା…

କଟକରେ କଟକଣା: ମହାନଦୀ ପଠାରେ…

ଓଏଲ୍‌ ବ୍ୟୁରୋ: ଶୀତର ଆଗମନରେ ଚାରିଆଡେ ପିକ୍‌ନିକ୍‌ ଋତୁ ଜାରି ରହିଛି। ଅନେକ ଲୋକ ଦୂର ଦୂରାନ୍ତରୁ ଆସି ଓଡିଶା ପରିଦର୍ଶନ କରୁଥିବାବେଳେ ଓଡିଶା ଲୋକ ମଧ୍ୟ ଓଡିଶା ବାହାରକୁ ବୁଲିବାକୁ ଯାଆନ୍ତି। ଅନେକ ଲୋକ ବାଣଭୋଜୀ ମଧ୍ୟ କରୁଥିବା ଦେଖିବାକୁ ମିଳେ। ହେଲେ ବାଣଭୋଜୀ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସବୁଠୁ ବଡ଼…

ମନ୍ତ୍ରୀ ଦେଲେ ବଡ଼ ସୂଚନା: ଏହି ସମୟରେ…

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି ନକଲେ କଟିଯିବ…

ସହଦେବ ନାୟକ ହତ୍ୟାକାଣ୍ଡ: ସିନ୍…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣାକୁ ସିନ ସିନ୍ ରିକ୍ରିଏସନ୍ ଚାଲିଛି। ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ପୁଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।…

ଏନ୍‌କାଉଣ୍ଟର: ୩ ମାଓବାଦୀ ନିପାତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ପୁଲିସକୁ ସଫଳତା ମିଳିଛି। ଏନକାଉଣ୍ଟରରେ ୩ ମାଓବାଦୀ ମୃତ୍ୟୁ ହୋଇଛି। ତେବେ ସୁକୁମା ବିଜାପୁର ସୀମାରେ ଗୁଳି ବିନିମୟ ଜାରି ରହିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି।

ସହଦେବ ନାୟକ ହତ୍ୟାକାଣ୍ଡ: ପରିବାରକୁ ଏକ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣାକୁ ସିନ ସିନ୍ ରିକ୍ରିଏସନ୍ ଚାଲିଛି। ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ଏହି ଘଟଣାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏକ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ବିଜେଡି…

ଇ-କେୱାଇସି ନକଲେ ମିଳିବନି ରାସନ,…

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ଏଯାଏଁ ୮୫ ପ୍ରତିଶତ ଲୋକ ଇ-କେୱାଇସି…

ଫେବୃଆରୀରେ ଯୁକ୍ତ ଦୁଇ ପରୀକ୍ଷା, କପି…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା। ଆଉ ଏହା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ। ୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ…

ମହାଠକେଇର ମାୟାଜାଲ: ହଂସିତାଙ୍କ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ଆଜି ହଂସିତାଙ୍କୁ ରିମାଣ୍ଡରେ ନେବା ସମୟରେ ସେ କାନ୍ଦିଛନ୍ତି। କାନ୍ଦି କାନ୍ଦି କହିଛନ୍ତି, ମତେ ଫସାଇ ଦିଆଯାଇଛି। ବଣ୍ଟି-ବବଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ।…

ମହାଠକେଇର ମାୟାଜାଲ: ରିମାଣ୍ଡରେ ଗଲେ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ଆଜି ହଂସିତାଙ୍କୁ ରିମାଣ୍ଡରେ ନେବା ସମୟରେ ସେ କାନ୍ଦିଛନ୍ତି। କାନ୍ଦି କାନ୍ଦି କହିଛନ୍ତି, ମତେ ଫସାଇ ଦିଆଯାଇଛି। ବଣ୍ଟି-ବବଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ।…